30.1 C
Bhubaneswar
Wednesday, April 24, 2024
Homeଅପରାଧଛୁଟି ନ ମିଳିବାରୁ ଆତ୍ମହତ୍ୟା

ଛୁଟି ନ ମିଳିବାରୁ ଆତ୍ମହତ୍ୟା

ଭଞ୍ଜନଗର : ଅଗ୍ନିସମ ବାହିନୀ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗାଙ୍ଗପୁର ଥାନା ବୁଢା଼କେନ୍ଦୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ବ୍ୟାଗରୁ ମିଳିଥିବା ସୁଇସାଇଡ ନୋଟରୁ ଛୁଟି ନ ମିଳିବା ଲେଖାଯାଇଛି । ଉପସ୍ଥିତ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ଛୁଟି ନ ମିଳିବାର ଉଲ୍ଲେଖ କରାଯାଇଛି । ମୃତ କର୍ମଚାରୀ ଜଣଙ୍କ ଆସିକା ଦମକଳ କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ଅଫିସ ଗାଡି ରାସ୍ତା କଡରୁ ଠାବ, ଗାଙ୍ଗାପୁର ପୋଲିସର ଛାନଭିନ୍ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking