40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆତ୍ମହତ୍ୟା

ଆତ୍ମହତ୍ୟା

ଉଦଳା : ଉଦଳା ଥାନା ଶ୍ରୀଦାମଚନ୍ଦ୍ର ପୁର ପଞ୍ଚାୟତ ଵାଲିଛତ୍ରା ଗ୍ରାମରେ ଗତ ଵିଳମ୍ଵିତ ରାତିରେ ଵସନ୍ତ ସିଂ କେଉଁ ଆଡେ ଚାଲିଯାଇଥିଲେ । ପରିବାର ଲୋକ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ କିଛି ଖଵର ପାଇ ନଥିଲେ । ଆଜି ସକାଳୁ ଗାଁ ଲୋକ ସୈଚ ହେଵାକୁ ଯାଇଥିବା ଵେଳେ ନାଳ ନିକଟରେ ଏକ କରଞ୍ଜ ଗଛରେ ଵସନ୍ତ ରସି ଲଗାଇ ମୃତ୍ୟୁ ବରଣ କରିଥିବା ଦେଖି ପରିଵାର ଙ୍କୁ ଖଵର ଦେଇଥିଲେ ।  ପରିବାର ଲୋକେ ପହଞ୍ଚି ଉଦଳା ଥାନା କୁ ଖଵର ଦେଇଥିଲେ, ତୁରନ୍ତ ପୋଲିସ ପହଞ୍ଚି ଶଵ ଉଦ୍ଧାର କରିଵା ସହ ଵ୍ଯଵଛ୍ଛେଦ ପାଇଁ ଉଦଳା ଡାକ୍ତର ଖାନାକୁ ପଠାଇ ଥିଲେ । ଵସନ୍ତ ଙ୍କର ମସ୍ତିଷ୍କ ଵିକୃତି ଥିଲା,ମଝିରେ ମଝିରେ ତାଙ୍କର ଏହି ରୋଗ ଵାହାରିଲେ ଭୟାତୁର ହୋଇ ମୋତେ ମାରିଦେବେ,ମୋ ସ୍ତ୍ରୀ, ପୂଅକୁ ମାରିଦେଵେ ଵୋଲି ଚିତ୍କାର କରୁଥିଵା ପରିବାର ପକ୍ଷରୁ ଜଣା ପଡିଛି ।  ତେଵେ ଵସନ୍ତ ଙ୍କର କାହା ସହିତ କୈଣସି ଶତୃତା ନଥିଲା । ଗତ ଵିଳମ୍ଵିତ ରାତିରେ ସମସ୍ତେ ଶୋଇବା ପରେ ସେ ନିଜେ ଆତ୍ମହତ୍ୟା କରିଥାଇ ପାରନ୍ତି ଵୋଲି ପରିବାର ଅନୁମାନ କରୁଥିଵା ଵସନ୍ତ ଙ୍କ ସ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking