28.1 C
Bhubaneswar
Friday, March 29, 2024
Homeଓଡିଶାପରିବାରର ୪ ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ

ପରିବାରର ୪ ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ

ଭଦ୍ରକ: ନ୍ୟାୟ ଦାବିରେ ଏସପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପରିବାରର ୪ ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ ବେଳେ କାବୁ କଲା ପୁଲିସ । ଅଭିଯୁକ୍ତ ଙ୍କୁ ଗିରଫ ନ କରି ପରିବାରର ସଦସ୍ୟ ଙ୍କୁ ଗିରଫ କରାଯିବାର ପ୍ରତିବାଦ । ରାତିରେ ପରିବାର ଲୋକ ଶୋଇଥିବା ବେଳେ ଘରେ ନିଆଁ ଲଗାଇଥିଲେ ଦୁର୍ବୃତ୍ତ । ଗତ ୧୪ ରେ ଟାଉନ ଥାନା ଗବ ସାହିରେ ଘର ଜାଳି ଦେଇଥିଲେ ଦୁର୍ବୁତ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking