27.1 C
Bhubaneswar
Friday, March 29, 2024
Homeଓଡିଶା୧୮ ବର୍ଷର ଯୁବକ ଆତ୍ମହତ୍ୟା କରିଛନ୍ତି

୧୮ ବର୍ଷର ଯୁବକ ଆତ୍ମହତ୍ୟା କରିଛନ୍ତି

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୫୩ ଗ୍ରାମର ଜଣେ ୧୮ବର୍ଷର ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଯୁବକର ନାମ ସୁକ୍ରଜିତ ଗାଇନ ବୋଲି ଜଣାପଡିଛି ।
ସୂଚନା ଅନୁଯାଇ, ପରିବାର କଳହକୁ ନେଇ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂର ଏକ ଜଙ୍ଗଲ ରେ ଆଜି ସକାଳ ପ୍ରାୟ ଦଶଟା ସମୟରେ ଏକ ଗଛରେ ରସି ଦେଇ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ଲୋକଙ୍କ ଖବର ପାଇ ଘଟଣା ସ୍ଥଳରେ ମୋଟୁ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଛେଦ କୁ ପଠେଇଥିବା ଜଣାପଡିଛି ।
https://onakhabar.com/2020/02/12/bjd-leader-atempto-suicide/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking