ବଡ ଭଉଣୀର ଗାଳିରେ ସାନ ଭାଇ ପୋଡିହେଲା

ବାରିପଦା: ବାରିପଦାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହା ଆପଣ ଜାଣିଲେ ମଧ୍ୟ ସ୍ତବ୍ଧ ହୋଇଯିବେ । ତେବେ ଘଟଣାଟି ହେଉଛି ବଡ ଭଉଣୀ ଠାରୁ ଗାଳି ଖାଇ ସାନ ଭାଇ ନିଜ ଦେହରେ ନିଆଁ ଲଗାଇଦେଇଛି । ନିଆଁ ଲଗାଇବା ଫଳରେ ବାଳକଟିର ଶରୀର ୯୦ଭାଗ ପୋଡି ଯାଇଥିବା ଜଣାପଡିଛି । ଏବେ ଗୁରୁତର ଅବସ୍ଥାରେ ବାଳକଟିକୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।
https://onakhabar.com/2019/12/10/sucide-26/