37.1 C
Bhubaneswar
Thursday, March 28, 2024
Homeଓଡିଶାବଡ ଭଉଣୀର ଗାଳିରେ ସାନ ଭାଇ ପୋଡିହେଲା

ବଡ ଭଉଣୀର ଗାଳିରେ ସାନ ଭାଇ ପୋଡିହେଲା

ବାରିପଦା: ବାରିପଦାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହା ଆପଣ ଜାଣିଲେ ମଧ୍ୟ ସ୍ତବ୍ଧ ହୋଇଯିବେ । ତେବେ ଘଟଣାଟି ହେଉଛି ବଡ ଭଉଣୀ ଠାରୁ ଗାଳି ଖାଇ ସାନ ଭାଇ ନିଜ ଦେହରେ ନିଆଁ ଲଗାଇଦେଇଛି । ନିଆଁ ଲଗାଇବା ଫଳରେ ବାଳକଟିର ଶରୀର ୯୦ଭାଗ ପୋଡି ଯାଇଥିବା ଜଣାପଡିଛି । ଏବେ ଗୁରୁତର ଅବସ୍ଥାରେ ବାଳକଟିକୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।
https://onakhabar.com/2019/12/10/sucide-26/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking