24.1 C
Bhubaneswar
Friday, February 23, 2024
Homeଓଡିଶାହଠାତ୍‌ ମାଡ଼ି ଆସିଲା ପାଣି, ମଝି ନଦୀରେ ଫସିଛନ୍ତି ୧୨ ଟିକିଆ ହାତୀପଲ

ହଠାତ୍‌ ମାଡ଼ି ଆସିଲା ପାଣି, ମଝି ନଦୀରେ ଫସିଛନ୍ତି ୧୨ ଟିକିଆ ହାତୀପଲ

କଣ୍ଟାମାଲ: ମଝି ନଦୀରେ ଫସିଛନ୍ତି ୧୨ ଟିକିଆ ହାତୀପଲ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ମାଣିକପୁର ଗାଁ ନିକଟ ତେଲନଦୀରେ ଫସି ରହିଛନ୍ତି ୧୨ ଟିକିଆ ହାତୀପଲ । ନଦୀ ପାର ହେଉଥିବା ବେଳେ ନଦୀରେ ଅଧିକ ପାଣି ଯୋଗୁଁ ଫସି ଯାଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ସୁନା ଦେଇ ଜଙ୍ଗଲରୁ ହାତୀପଲ ଆସି ନଦୀ ପାର ହେଉଥିବା ବେଳେ ନଦୀ ମଝିରେ ଫସି ଯାଇଛନ୍ତି । ଘଟଣା ସ୍ଥଳରେ କଣ୍ଟାମାଲ ବନବିଭାଗ ଟିମ୍ ପହଞ୍ଚି ହାତୀପଲଙ୍କୁ ସୁରକ୍ଷିତ ଘଉଡାଇବାକୁ ଚେଷ୍ଟା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking