ହଠାତ୍‌ ଚାଲିଗଲା କରେଣ୍ଟ, ଗାଏବ ହୋଇଗଲା ୭୨ ମୋବାଇଲ

ନୂଆଦିଲ୍ଲୀ: ଗୁରୁଗ୍ରାମ ସେକ୍ଟର-୫୯ରେ ଥିବା ସ୍ପୋଟର୍ସ କ୍ଲବରେ ଆଖିପିଛୁଳାକେ ଚୋରି ହୋଇଗଲା ୭୨ ମୋବାଇଲ । ଏହି କ୍ଲବରେ ସନବର୍ନ ଫେଷ୍ଟିଭାଲ ଚାଲୁଥିବା ବେଳେ ହଠାତ୍‌ କରେଣ୍ଟ ଚାଲିଯାଇଥିଲା । ଆଉ ଏହାର ଫାଇଦା ଉଠାଇ ଚୋର ୭୨ ମୋବାଇଲ ଚୋରି କରିନେଇଥିବା ଖବର ମିଳିଛି । ଏହି ମାମଲାରେ ମୋବାଇଲ ଚୋରି ହୋଇଥିବା ନେଇ ପୋଲିସରେ ମାମଲା ରୁଜୁ ହୋଇଛି । ଖବର ମୁତାବକ, ଦିଲ୍ଲୀ ଗୁରୁଗ୍ରାମ ସ୍ଥିତ ସେକଟର-୫୯ ରେ ଥିବା ସ୍ପୋଟର୍ସ କ୍ଲବରେ … Continue reading ହଠାତ୍‌ ଚାଲିଗଲା କରେଣ୍ଟ, ଗାଏବ ହୋଇଗଲା ୭୨ ମୋବାଇଲ