40.1 C
Bhubaneswar
Thursday, April 25, 2024
Homeଓଡିଶାସମିତି ସଭ୍ୟ ପ୍ରାର୍ଥିନୀଙ୍କର ଆକସ୍ମିକ ମୃତ୍ୟୁ

ସମିତି ସଭ୍ୟ ପ୍ରାର୍ଥିନୀଙ୍କର ଆକସ୍ମିକ ମୃତ୍ୟୁ

ଖଡ଼ିଆଳ : ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ନାମାଙ୍କନ ପତ୍ର ଦାଖଲ ହୋଇସାରିଥିବା ବେଳେ କରୋନାକୁ ନେଇ ଲଶାଗିଛି ଅନେକ କଟକଣା । ଏହାରି ମଧ୍ୟରେ ଜଣେ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ଆକସ୍ମିକ ପରଲୋକ ଘଟିଛି । ସେ ହେଉଛନ୍ତି ଖଡ଼ିଆଳ ବ୍ଲକ ଅରେଡ଼ା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ଚନ୍ଦ୍ରମଣି ଶବର । ହଠାତ୍ ଅସୁସ୍ଥ ଅନୁଭବ କରିବାକୁ କାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚନ୍ଦ୍ରମଣିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking