ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏଭଳି ସ୍ତ୍ରୀମାନେ…

ନୂଆଦିଲ୍ଲୀ: ସାମୁଦ୍ରିକ ଶାସ୍ତ୍ରରେ ଶରୀରର ରଙ୍ଗ,ରୂପ ଏବଂଆକାରକୁ ଆଧାର କରି ଭବିଷ୍ୟତ ବିଷୟରେ ଅନେକ କଥା କୁହାଯାଇପାରେ। ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀମାନଙ୍କର ରଙ୍ଗ ଏବଂ ମୁହଁର ଭଙ୍ଗୀ ଦେଖି ଭବିଷ୍ୟତ ବିଷୟରେ ଆକଳନ କରାଯାଇପାରିବ। ଯେଉଁ ସ୍ତ୍ରୀର ମୁହଁ ଚନ୍ଦ୍ରମା ଭଳି ଗୋଲ , ଶରୀରର ରଙ୍ଗ ଗୋରା,ଆଖି ବଡ଼ ଏବଂ ଓଠ ହାଲୁକା ଲାଲ ହୋଇଥାଏ ସେହି ସ୍ତ୍ରୀ ଲୋକମାନେ ସଂସାରର ସବୁ ସୁଖ ଭୋଗ କରିଥାନ୍ତି। ଯେଉଁ ସ୍ତ୍ରୀର ଶରୀରର ରଙ୍ଗ … Continue reading ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏଭଳି ସ୍ତ୍ରୀମାନେ…