27.1 C
Bhubaneswar
Thursday, April 25, 2024
Homeଓଡିଶାଏସଟିଏଫକୁ ମିଳିଲା ବଡ ସଫଳତା

ଏସଟିଏଫକୁ ମିଳିଲା ବଡ ସଫଳତା

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫକୁ ଆଜି ମିଳିଛି ବଡଧରଣର ସଫଳତା । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି ଯେ, ‘ ଚୋରା ବନ୍ଧୁକ ଓ ଏହାର ମାଷ୍ଟରମାଇଣ୍ଡ ଏବେ ଏସଟିଏଫ କବଜାରେ । ଚନ୍ଦକା ଅଞ୍ଚଳରେ ଚଢାଉ ବେଳେ ୮ଟି ପିସ୍ତଲ ଓ ୫ଟି ରିଭଲଭଲ ଜବତ ହୋଇଛି । ଗୋଟିଏ ସିଙ୍ଗଲ ବ୍ୟାରେଲ ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ ହୋଇଛି । ଚଢାଉ କରିବା ସହ ୨ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।’ଖୋର୍ଦ୍ଧା ଓ ଏହାର ଆଖପାଖ ଅଂଚଳରୁ ୨ ଜଣଙ୍କୁ କ୍ରାଇମବ୍ରାଂଚ ଏସଟିଏଫ ଧରିଛି । ଦୁହିଁଙ୍କ ଠାରୁ ୮ଟି ପିସ୍ତଲ ଓ ୧୦ ରାଉଣ୍ଡ ଗୁଳି ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking