29.1 C
Bhubaneswar
Friday, April 26, 2024
Homeଓଡିଶାଏଣିକି ଓଡିଶା ପୋଲିସ ବିଭାଗର ଫାଣ୍ଡି ଦାୟିତ୍ୱରେ ସବ୍-ଇନ୍ସପେକ୍ଟର

ଏଣିକି ଓଡିଶା ପୋଲିସ ବିଭାଗର ଫାଣ୍ଡି ଦାୟିତ୍ୱରେ ସବ୍-ଇନ୍ସପେକ୍ଟର

ଭୁବନେଶ୍ୱର : ଓଡିଶା ପୋଲିସ ବିଭାଗର ଫାଣ୍ଡି ଦାୟିତ୍ୱରେ ଏଣିକି ସବ୍-ଇନ୍ସପେକ୍ଟର ମାନେ ରହିବେ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ୨୧୬ ଟି ଫାଣ୍ଡି ଦାୟିତ୍ୱରେ ରହିବେ ସବ୍-ଇନ୍ସପେକ୍ଟର । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଫାଣ୍ଡି ଦାୟିତ୍ୱରେ କେବଳ ସହକାରୀ ସବ୍-ଇନ୍ସପେକ୍ଟର ମାନେ ରହୁଥିଲେ ।

କମିଶନରେଟ ପୋଲିସଠୁ ନେଇ ବିଭିନ୍ନ ଜିଲ୍ଲା ପୋଲିସ ଏବଂ ରେଲୱେ ପୋଲିସ ଦ୍ୱାରା ପାରିଚାଳିତ ଫାଣ୍ଡିମାନଙ୍କରେ ସବଇନ୍ସପେକ୍ଟର ମାନଙ୍କୁ ନିଯୁକ୍ତି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking