29.1 C
Bhubaneswar
Thursday, April 25, 2024
Homeଓଡିଶାଏନଆଇଟି କ୍ୟାମ୍ପସ ଛାଡିବାକୁ ପିଲାଙ୍କୁ ନିର୍ଦ୍ଦେଶ

ଏନଆଇଟି କ୍ୟାମ୍ପସ ଛାଡିବାକୁ ପିଲାଙ୍କୁ ନିର୍ଦ୍ଦେଶ

ରାଉରକେଲା : ରାଉରକେଲା ଏନଆଇଟି କ୍ୟାମ୍ପସର ୧୪ ଜଣ ଛାତ୍ରଛାତ୍ରୀ ପଜେଟିଭ ପରେ ଯେଉଁ ମାନେ ଆକ୍ରାନ୍ତ ହୋଇନାହାନ୍ତି ସେମାନଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ କୋରନା ପଜେଟିଭ ଚହ୍ନଟ ହୋଇଛନ୍ତି ସେମାନେ କ୍ୟାମ୍ପସରେ ରହିବେ । ଏଥିସହ ଯେଉଁ ମାନେ କୋଭିଡ ସଂକ୍ରମିତଙ୍କ ସଂର୍ସ୍ପର୍ଶରେ ଆସିଛନ୍ତି ସେମାନେ ମଧ୍ୟ ଷ୍ଟେଲରେ ରହିବେ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରେୁ ଆଜି ବାକି ପିଲାଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ଏନଆଇଟି ରେଜିଷ୍ଟର ପ୍ରଦୀପ କୁମାର ଦାସ ସୂଚନା ଦେଇଛନ୍ତି ।

ସୂଚନାଯେଗ୍ୟଯେ, ପ୍ରଥମେ ରାଉରକେଲା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ୩ ଛାତ୍ର କୋରନା ଆକ୍ରାନ୍ତ ହୋଇଥିଲେ । ଏନେଇ ସୂଚନା ଦେଇଥିଲେ ସୁନ୍ଦରଗଡ ଜିଲ୍ଲାପାଳ । ସେହ ଛାତ୍ର ମାନଙ୍କୁ ସ୍ୱତନ୍ତ୍ର ଭାବରେ ଆଇସୋଲେସନରେ ରଖାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking