କିଟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପୁଣି କିଟରେ ଛାତ୍ର ମୃତ୍ୟୁ । ସନ୍ଦେହଜନକ ଅବସ୍ଥାରେ କିଟ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି, ଛତିଶଗଡ ଜିଲ୍ଲାର ରାହୁଲ ଯାଦବ । ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର । ଛାତ୍ର ମୃତ୍ୟ ନେଇ  ହଷ୍ଟେଲରେ ଉତ୍ତେଜନା ଦେଖାଦେଇଥିଲା। ପରେ ମୃତକଙ୍କ ରୁମମେଟମାନେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଁଚି ରାହୁଲଙ୍କ ମୃତଦେହକୁ ଜବତ କରି ଏକ ଘରୋଇ … Continue reading କିଟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର