ଛାତ୍ର ଆତ୍ମହତ୍ୟା: ସ୍ୱୀକାର କରି ପକ୍ଷ ରଖିଲା କିଟ୍‌

ଭୁବନେଶ୍ୱର: ଛାତ୍ର ଆତ୍ମହତ୍ୟା ଘଟଣାକୁ ସ୍ୱୀକାର କରି ପକ୍ଷ ରଖିଲା କିଟ୍ । ଏକ ପ୍ରେସ୍ ରିଲିଜ ଜରିଆରେ ପକ୍ଷ ରଖିଲେ କିଟ୍ ଲୋକ ସମ୍ପର୍କ ନିର୍ଦ୍ଦେଶିକା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ନେଇ ଅବାନ୍ତ ସଫେଇ ଦେଲେ । ସତ୍ୟ ଖବର ପ୍ରସାରଣକୁ ଅତିରଞ୍ଜିତ ବୋଲି ଲେଖିଲେ ଲୋକ ସମ୍ପର୍କ ନିର୍ଦ୍ଦେଶିକା । ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଛୁ, ତଦନ୍ତ ଆରମ୍ଭ ହୋଇଛି କହିଲେ । ଅନ୍ୟପଟେ, ଏହି ଘଟଣାରେ ବିଧାୟକ ସରୋଜ … Continue reading ଛାତ୍ର ଆତ୍ମହତ୍ୟା: ସ୍ୱୀକାର କରି ପକ୍ଷ ରଖିଲା କିଟ୍‌