କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣା: ଏସ୍ପିଙ୍କ ତଦନ୍ତ
କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣାରେ କେନ୍ଦ୍ରାପଡା ଏସପି ପହଞ୍ଚିଛନ୍ତି । ଏସପି ସିଧାର୍ଥ କଟାରିଆ ତଦନ୍ତ ଜାରି ରଖିଛନ୍ତି । କହିଛନ୍ତି ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବେ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ କେବେ ଅଭିଯୋଗ ଦେଇଥିଲେ କଣ ଦେଇଥିଲେ ଜାଣିନି । ଏଭଳି କିଛି ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ପଲେଇ ବାବୁ । ଆହୁରି କହିଛନ୍ତି, ମୁଁ ମିଡିଆରେ ବାଇଟ ଦେବି ନାହିଁ । ସୂଚନାଥାଉ … Continue reading କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣା: ଏସ୍ପିଙ୍କ ତଦନ୍ତ
Copy and paste this URL into your WordPress site to embed
Copy and paste this code into your site to embed