ସ୍କୁଲ୍ ପରିସରରେ ଛାତ୍ରଙ୍କ ଉନ୍ମତକାଣ୍ଡ; ୪ଛାତ୍ରଙ୍କ ଉପରେ ଥିନର ପକାଇ ନିଆଁ ଲଗାଇଦେଲେ
ରାୟଗଡ଼ା: ସ୍କୁଲ୍ ପରିସରରେ ଛାତ୍ରଙ୍କ ଉନ୍ମତକାଣ୍ଡ। ୪ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ନିଆଁ ଲଗାଦେଲେ। ରାୟଗଡ଼ା ଜିଲ୍ଲାର ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି। ତେବେ ନିଆଁରେ ପୋଡ଼ି ହୋଇ ୪ଜଣ ଛାତ୍ର ଗୁରୁତର ହୋଇଥିବାବେଳେ ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରକାଶ ଯେ ସୋମବାର ଅପରାହ୍ଣ ୩ଟା ସମୟରେ ବିଦ୍ୟାଳୟ କିଛି ଛାତ୍ର ପରିସ୍ରା କରିବାକୁ ଯାଇଥିଲେ। ସେହି ସମୟରେ … Continue reading ସ୍କୁଲ୍ ପରିସରରେ ଛାତ୍ରଙ୍କ ଉନ୍ମତକାଣ୍ଡ; ୪ଛାତ୍ରଙ୍କ ଉପରେ ଥିନର ପକାଇ ନିଆଁ ଲଗାଇଦେଲେ
Copy and paste this URL into your WordPress site to embed
Copy and paste this code into your site to embed