40.1 C
Bhubaneswar
Thursday, April 25, 2024
Homeଓଡିଶାଦଣ୍ଡମୁକ୍ତ ଅଞ୍ଚଳରେ ଛୋଟ ପିଲାଙ୍କୁ ଦଣ୍ଡ ଘଟଣା: ଶିକ୍ଷୟିତ୍ରୀ ନିଲମ୍ବିତ

ଦଣ୍ଡମୁକ୍ତ ଅଞ୍ଚଳରେ ଛୋଟ ପିଲାଙ୍କୁ ଦଣ୍ଡ ଘଟଣା: ଶିକ୍ଷୟିତ୍ରୀ ନିଲମ୍ବିତ

ଭଦ୍ରକ: ସ୍କୁଲ ପିଲାଙ୍କୁ କାନ ଧରି ଆଣ୍ଠେଇବା ଭିଡିଓ ଭାଇରାଲ ଘଟଣା । ସଂପୃକ୍ତ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସାଗରିକା ରାଉତ ସସପେଣ୍ଡ । ଭିଡିଓ ଭାଇରାଲ ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ । ଧାମନଗରର ଏକ ପ୍ରାଥମିକ ବିଦ୍ୟାଳୟରେ ୩ଜଣ ପିଲାଙ୍କୁ ଆଣ୍ଠେଇଥିଲେ ଶିକ୍ଷୟିତ୍ରୀ । ମଧ୍ୟାହ୍ନ ଭୋଜନ ଖାଇବା ନେଇ ପାଟିତୁଣ୍ଡ କରିବାରୁ ଦଣ୍ଡ ଦେଇଥିଲେ ।
https://onakhabar.com/2019/12/22/punishment/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking