ଦୟାନଦୀରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ

ପୁରୀ: କଣାସ ବ୍ଲକ ଅନ୍ତର୍ଗତ ଗଡିଶାଗୋଦା ଗ୍ରାମପଞ୍ଚାୟତ ନୂଆଗାଁ ଗ୍ରାମର ସୁବାସ ଦଳେଇଙ୍କ ୯ବର୍ଷର ଝିଅ ଝରଣା ଦଳେଇ ଆଜି ସକାଳେ ଦୟାନଦୀରେ ଗାଧୋଉଥିବା ସମୟରେ ବୁଡିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛି ଯେ ୨ଜଣ ଛାତ୍ର ଓ ୨ଜଣ ଛାତ୍ରୀ ଆଜି ସକାଳେ ନୂଆଗାଁ ଠାରେ ଦୟାନଦୀରେ ଗାଧୋଉଥିବା ସମୟରେ ବୁଡିଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ସ୍ଥାନୀୟ ଲୋକ ବୁଡିଯାଉଥିବା ସମୟରେ ଉଦ୍ଧାର କରିଥିଲେ … Continue reading ଦୟାନଦୀରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ