31.1 C
Bhubaneswar
Friday, March 29, 2024
Homeଓଡିଶାକଲେଜ ଫି କୁ ନେଇ ଛାତ୍ର ଅସନ୍ତୋଷ

କଲେଜ ଫି କୁ ନେଇ ଛାତ୍ର ଅସନ୍ତୋଷ

ରାୟଗଡା : ରାୟଗଡା ଜିଲ୍ଲା ଗୁଣୁପୁର ମହାବିଦ୍ୟାଳୟ ରେ ନିର୍ଦ୍ଧାରିତ କଲେଜ ଫି କୁ ନେଇ ଛାତ୍ର ଅସନ୍ତୋଷ ଦେଖା ଦେଇଛି । ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ଯେଉଁ ଛାତ୍ର ଛାତ୍ରୀ ମାନେ ସେଲ୍ଫ ଫାଇନାନ୍ସିଆଲ ମୋଡ଼ ରେ ଆଡ୍ମିସନ ହୋଇଛନ୍ତି ସେମାନେ ଫିଜ ହ୍ରାସ କରିବା ଦାବୀ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଜି ଏନେଇ ଗୁଣୁପୁର ଉପଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ଗୁଣୁପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ବାମଦେବ ମିଶ୍ର ଙ୍କୁ ଅବଗତ କରାଇବାରୁ କଲେଜ ଫିଜ ବୃଦ୍ଧି କରାଯାଇ ନାହିଁ । ସେଲ୍ଫ ଫାଇନାନ୍ସିଆଲ ମୋଡ଼ ରେ ଯେଉଁ ଛାତ୍ରଛାତ୍ରୀ ମାନେ ଆଡ୍ମିସନ ହୋଇଛନ୍ତି, ନିର୍ଦ୍ଧାରିତ ଫିଜ ଦାଖଲ କରିବାକୁ ହେବ । ଏଥିରେ କଲେଜ କର୍ତ୍ତୃପକ୍ଷଙ୍କ କିଛି ଭୂମିକା ନ ଥିବା କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking