କିସ ଛାତ୍ର ମୃତ୍ୟୁ: ନିଜ ଆଡୁ ମାମଲା କରିବ ଓଏସସିପିସିଆର

ଭୁବନେଶ୍ୱର: କିସ ଛାତ୍ର ମୃତ୍ୟୁ ଘଟଣାରେ ନିଜ ଆଡୁ ହେବ ମାମଲା । କହିଲେ ଓଏସସିପିସିଆର ଅଧ୍ୟକ୍ଷା ବବିତା ପାତ୍ର । ଛାତ୍ରଙ୍କର କେଉଁ ପରିସ୍ଥିତିରେ , କେଉଁ କାରଣରୁ ମୃତ୍ୟୁ ହେଲା ତାକୁ ନେଇ ପ୍ରଶ୍ନ ପଚାରିବୁ କହିଛନ୍ତି ଓଏସସିପିସିଆର ଅଧ୍ୟକ୍ଷ।। ସେ କହିଛନ୍ତି ଯେ, ପୋଷ୍ଟମର୍ଟମ ନକରି ମୃତଦେହ କିପରି ଦିଆଗଲା ସେନେଇ ବି ପ୍ରଶ୍ନ କରିବୁ । ଛାତ୍ରଙ୍କର ମୃତ୍ୟୁ ପରେ ଏହା ଅପମୃତ୍ୟୁ ମାମଲା ବୋଲି ରିପୋର୍ଟ ଥିଲା । କିନ୍ତୁ … Continue reading  କିସ ଛାତ୍ର ମୃତ୍ୟୁ: ନିଜ ଆଡୁ ମାମଲା କରିବ ଓଏସସିପିସିଆର