ଛାତ୍ରୀ ମୃତ୍ୟୁ: ପିଏମ୍ ରିପୋର୍ଟରେ ଶ୍ୱାସରୁଦ୍ଧ

ଭୁବନେଶ୍ୱର: ବାର୍ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା । ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ସୂଚନା । ନିଶାସକ୍ତ ନା ବିଷକ୍ରିୟା ଜାଣିବାକୁ ଫୋରେନସିକ ଲ୍ୟାବ୍ ଗଲା ଭିସେରା ।ଅନ୍ୟପଟେ ପୁରୁଷ ବନ୍ଧୁଙ୍କୁ ଡାକି ପଚରାଉଚରା କରୁଛି ପୋଲିସ । ହୀରାକୁଦର ୧୦ଟି ଗେଟ୍ ବନ୍ଦ