କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣା; ତଦନ୍ତ କରି ରିପୋର୍ଟ ଦିଅ: ଡିଜିପି

ଭୁବନେଶ୍ୱର: କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣାରେ  କେନ୍ଦ୍ରାପଡା ଏସପିଙ୍କୁ ପୋଲିସ  ଡିଜି ୱାଇ.ବି.ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଲେ । କେଉଁ ପରିସ୍ଥିତିରେ ଛାତ୍ରୀ କଲେ ଆତ୍ମହତ୍ୟା ତଦନ୍ତ କରି ରିପୋର୍ଟ ଦିଅ । ସୂଚନାଥାଉକି, ଆଜି ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ  । କେନ୍ଦ୍ରାପଡା ଜିଲ୍ଲା , ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା  କାଠିଆପଡା ଗାଁରେ ଜିଅନ୍ତା ଜଳିଗଲେ  ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ   ା ହତ୍ୟା ନା … Continue reading କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣା; ତଦନ୍ତ କରି ରିପୋର୍ଟ ଦିଅ: ଡିଜିପି