30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଟ୍ରେଡ୍ ୟୁନିୟନ ପକ୍ଷରୁ ଦେଶବ୍ୟାପି ସାଧାରଣ ଧର୍ମଘଟ

ଟ୍ରେଡ୍ ୟୁନିୟନ ପକ୍ଷରୁ ଦେଶବ୍ୟାପି ସାଧାରଣ ଧର୍ମଘଟ

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ଦେଶବ୍ୟାପି ସାଧାରଣ ଧର୍ମଘଟ କରାଯାଇଛି। ଏଥିରେ ଆଇଏନଟିୟୁସି, ଏଆଇଟିୟୁସି, ଆଇଏନଟିୟୁସି, ସିଆଇଟିଇଉ ପ୍ରଭୃତି 10ଟି ସର୍ବଭାରତୀୟ ଶ୍ରମିକ ସଂଗଠନ ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଶ୍ରମିକ, କୃଷକ ସଂଶୋଧିତ ବିଲ୍ପ୍ର ତ୍ୟାହାର, ଶିଳ୍ପସଂସ୍ଥା ଓ ଅନ୍ୟାନ୍ୟ ବିଭାଗ ଘରୋଇକରଣ ବନ୍ଦ କରିବା, ବେକାର ଯୁବକ ଯୁବତୀଙ୍କ ପ୍ରତି ଅଣଦେଖା କରିବା ତଥା ନିତ୍ୟାବଶ୍ୟକୀୟ ଜିନିଷ ଉପରୁ କଟକଣା ଉଠାଇବା, କୋଭିଡ ସମୟ ରେ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ସହାୟତା ରାଶି ପ୍ରଦାନ କରିବା, 44ଗୋଟି ଶ୍ରମ ଆଇନକୁ ସଂଶୋଧନ କରି 4ଗୋଟି କୋର୍ଡ ରେ ପରିଣତ କରି ବଡ଼ ବଡ଼ ଶିଳ୍ପପତିଙ୍କ ହାତକୁ ଟେକିଦେବା ପ୍ରତିବାଦରେ ରାଷ୍ଟ୍ରବ୍ୟାପି ହରତାଳ କରାଯାଇଛି। 27ଦଫା ଦାବୀରେ ଜିଲ୍ଲା ବ୍ୟାପି ଏହି ଧର୍ମଘଟ କରାଯାଇଛି। ବହୁ ସଂଖ୍ୟାରେ ଶ୍ରମିକ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି। ଆନ୍ଦୋଳନ ଫଳରେ ସମସ୍ତ ରାସ୍ତାଘାଟ ଓ ଦୋକାନ ବଜାର ବନ୍ଦରହିବା ସହିତ ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏବଂ ଟ୍ରେଡ ଇୟୁନିୟରେ ସାମିଲି ହୋଇ ରାଜ୍ୟ ସରକାର ଓ ଘଡାଇ ପିତା ପୁତ୍ର ଉପରେ ବର୍ଷିଛନ୍ତି ଯାଜପୁର କୃଷ କ ସଂଘ ଠନ ସଭାପତି ନାରାୟଣ ଚନ୍ଦ୍ର ନାୟକ କଳକାରଖାନା ଓ ବେସରକାରୀ ସମସ୍ୟା କୃଷକଙ୍କ ପାଇଁ ଦାୟୀ ହୋଇଛନ୍ତି ଘଡାଇ ପିତା ପୁତ୍ର ଓ ସରକାର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking