31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଟ୍ରାକ୍ଟର ସଙ୍ଘର ଉପଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଶାନ୍ତିପୂର୍ବକ ଧାରଣା

ଟ୍ରାକ୍ଟର ସଙ୍ଘର ଉପଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଶାନ୍ତିପୂର୍ବକ ଧାରଣା

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସହର ଏକ ବ୍ୟବସାୟିକ ପେଣ୍ଠ ସ୍ତଳି l ବ୍ୟବସାୟ କଲେ ପେଟକୁ ଦି ମୁଠା ଦାନା ମିଳେ l ଏହି ପରିପ୍ରେକ୍ଷୀରେ କରୋନା ର ଛାଟ ଲୋକଙ୍କୁ ଉଦବିଘ୍ନ କୋରୀଛି l ଏଥିରୁ ବାଦ ପଡିନାହାନ୍ତି ଟ୍ରାକ୍ଟର ମାଲିକ l କିଏ ଗୋଟିଏ ଟ୍ରାକ୍ଟର ରଖି ପରୀବାର ଚଳେଇବା ଆଶା ବିଶ୍ଵାସ ନେଇ ବଞ୍ଚୂଛି l ଆଉ କେହି ଅନ୍ୟର ସାହାଯ୍ୟରେ ଇଟା ଚିପ୍ସ ମେଟାଲ ମାଟି ଉଠାଇ ସେଥିରୁ ରୋଜଗାର କରୀବାରେ ଲାଗି ପଡିଛି l ଏହା ପ୍ରତି ସରକାର ନଜର ଆନ୍ଦାଜ କୋରୀ ରୁଣାତମକ୍କ ଆଧାରରେ ବଞ୍ଚିବା ଲୋକ ଠୁ ଗୁଣାତ୍ମକ ଧନ ଉପାର୍ଜନ ରେ ଲାଗି ପଡିଛନ୍ତି l ଏହାର ସମାଧାନ ନିମନ୍ତେ ୨ ତାରିଖ ଦୀନ ତହସିଲଦାର ଙ୍କୁ ଏକ ଲିଖିତ ଅଭିଯୋଗ କରୀଥୀଲେ ଆଜି ଜାଏ ତାର ସୁଫଳ ମିଳିନଥିବା ବେଳେ  ଆଜି ଟ୍ରାକ୍ଟର ମାଲିକ ସଙ୍ଘ ଏକ ଦିନିଆ ଉପଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଗଣ ଧାରଣା ରେ ବସିବା ସାମ୍ନାକୁ ଆସିଛି ।
ଅନ୍ୟପଟେ କରୋନା ଦାଉରେ ଧାରକୋରୋଜ ମିଳୁନଥିବା ବେଳେ ଲୋକ ବ୍ୟଙ୍କରୁ ସ୍ଵର୍ଣ୍ଣ ରୁଣ ଜରିଆରେ ଟଙ୍କା ଆଣି ଘର ଖଣ୍ଡେ କରୀ ରହିବି ଭାବିବା ସମୟରେ ଆବଶ ହିତାଧିକାରୀଙ୍କୁ ହନ୍ତସନ୍ତ କରୁଚୀ ସରକାରଙ୍କ ବ୍ୟବସ୍ଥା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking