ହାଇୱା ଟିପର ମାଲିକ ସଂଘ ପକ୍ଷରୁ ଧାରଣା

ପଟାମୁଣ୍ଡାଇ: ପଟାମୁଣ୍ଡାଇ ତହସିଲଦାରଙ୍କ ଦବଙ୍ଗଗିରୀ ପ୍ରତିବାଦରେ ହାଇୱା ଟିପର ମାଲିକ ସଂଘ ଆଜି ମଧ୍ୟାହ୍ନରେ କଟକ ଚାନ୍ଦବାଲି ରାସ୍ତାର ଆଗରେ ପଟାମୁଣ୍ଡାଇ ତହସିଲଦାରଙ୍କ ଦବଙ୍ଗଗିରୀ ପ୍ରତିବାଦରେ ହାଇୱା ଟିପର ମାଲିକ ସଂଘ ଆଜି ମଧ୍ୟାହ୍ନରେ କଟକ ଚାନ୍ଦବାଲି ରାସ୍ତାର ଗଗୁଆ ଛକ ନିକଟରେ ରାସ୍ତା କଡ଼ରେ ଧାରଣା ଦେଇଥିଲେ। ପଟାମୁଣ୍ଡାଇ ତହସିଲଦାର କେନ୍ଦ୍ରାପଡା ତହସିଲ ଅଞ୍ଚଳରେ ପ୍ରବେଶ କରି କଟକରୁ ବାଲି ନେଇ ପଟାମୁଣ୍ଡାଇ, ଆଳି, ରାଜକନିକା ଓ ଚାନ୍ଦବାଲି ଅଞ୍ଚଳକୁ ଯାଉଥିବା ହାଇୱା ଟି ପର ଗୁଡିକୁ ଅଟକାଇ ହଜାର ହଜାର ଟଙ୍କା ବେଆଇନ୍ ଭାବେ ଚାଲାଣ ଚାଲୁଥିବା ପ୍ରତିବାଦରେ ହାଇୱା ଟିପର ମାଲିକ ତରଫରୁ ଏହି ଧାରଣା ଦିଆଯାଇଥିଲା। କରୋନା କଟକଣା ଯୋଗୁଁ ଦୀର୍ଘ ଆଠ ମାସ ହେଲା ହାଇୱା ଚଳାଚଳ ବନ୍ଦ ଥିବାରୁ ମଲିଙ୍କ ସହ ହଜାର ହଜାର ଡ୍ରାଇଭର, ହେଲପର ତଥା ଏହି ବେପାର ସହ ସମ୍ପୃକ୍ତ ହଜାର ହଜାର ଲୋକ କାମ ହରାଇ ଭୋକ ଉପବାସରେ ଦିନ କାଟୁଛନ୍ତି। ବେପାର ଆରମ୍ଭ ହେଉଥିବା ସମୟରେ ପଟାମୁଣ୍ଡାଇ ତହସିଲଦାର ଙ୍କ ଜୁଲମ୍ ଯୋଗୁଁ ବେପାର କରିବା ସମ୍ଭବ ହେଉନଥିବାରୁ ଜୁଲମ୍ ପ୍ରତିବାଦରେ ହାଇୱା ସଂଘ ତରଫରୁ ଧାରଣା ଦିଆଯାଇଛି ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି। ସମସ୍ତ ଗାଡିର କାଗଜପତ୍ର ଠିକ୍ ଥିଲେ ବି ଦୁର୍ନୀତି ମନୋଭାବ ରଖି ପଟାମୁଣ୍ଡାଇ ତହସିଲଦାର ଗାଡି ମଲିଙ୍କୁ ଅଯଥା ହରକତ କରୁଛନ୍ତି ବୋଲି ସଂଘ ତରଫରୁ କୁହାଯାଇଛି ଛକ ନିକଟରେ ରାସ୍ତା କଡ଼ରେ ଧାରଣା ଦେଇଥିଲେ। ପଟାମୁଣ୍ଡାଇ ତହସିଲଦାର କେନ୍ଦ୍ରାପଡା ଅଞ୍ଚଳରେ ପ୍ରବେଶ କରି କଟକ ରୁ ବାଲି ନେଇ ପଟାମୁଣ୍ଡାଇ, ଆଳି, ରାଜକନିକା ଓ ଚାନ୍ଦବାଲି ଅଞ୍ଚଳକୁ ଯାଉଥିବା ହାଇୱା ଟିପ୍ ଗୁଡିକୁ ଅଟକାଇ ହଜାର ହଜାର ଟଙ୍କା ବେଆଇନ୍ ଭାବେ ଚାଲାଣ ଚାଲୁଥିବା ପ୍ରତିବାଦରେ ହାଇୱା ଟିପର ମଲିଙ୍କ ତରଫରୁ ଏହି ଧାରଣା ଦିଆଯାଇଥିଲା। କରୋନା କଟକଣା ଯୋଗୁଁ ଦୀର୍ଘ ଆଠ ମାସ ହେଲା ହାଇୱା ଚଳାଚଳ ବନ୍ଦ ଥିବାରୁ ମଲିଙ୍କ ସହ ହଜାର ହଜାର ଡ୍ରାଇଭର, ହେଲପର ତଥା ଏହି ବେପାର ସହ ସମ୍ପୃକ୍ତ ହଜାର ହଜାର ଲୋକ କାମ ହରାଇ ଭୋକ ଉପବାସରେ ଦିନ କାଟୁଛନ୍ତି। ବେପାର ଆରମ୍ଭ ହେଉଥିବା ସମୟରେ ପଟାମୁଣ୍ଡାଇ ତହସିଲଦାର ଙ୍କ ଜୁଲମ୍ ଯୋଗୁଁ ବେପାର କରିବା ସମ୍ଭବ ହେଉନଥିବାରୁ ଜୁଲମ୍ ପ୍ରତିବାଦରେ ଟି ପର ହାଇୱା ସଂଘ ତରଫରୁ ଧାରଣା ଦିଆଯାଇଛି ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି। ସମସ୍ତ ଗାଡିର କାଗଜପତ୍ର ଠିକ୍ ଥିଲେ ବି ଦୁର୍ନୀତି ମନୋଭାବ ରଖି ପଟାମୁଣ୍ଡାଇ ତହସିଲଦାର ଗାଡି ମଲିଙ୍କୁ ଅଯଥା ହରକତ କରୁଛନ୍ତି ବୋଲି ସଂଘ ତରଫରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here