32.8 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗରୋଜଗାର ଓ ଘରୋଇକରଣ ବନ୍ଦ ଦାବିରେ ପ୍ରତିବାଦ

ରୋଜଗାର ଓ ଘରୋଇକରଣ ବନ୍ଦ ଦାବିରେ ପ୍ରତିବାଦ

ଗୁଣୁପୁର:  କରୋନା ମହାମାରୀ ଅନେକ ଲୋକଙ୍କ ଜୀବନ ଜୀବିକା ଛଡ଼େଇ ନେବା ସହ ବିପନ୍ନ ହୋଇଛି ଆର୍ଥିକ ଅବସ୍ଥା । ଏଭଳି ସ୍ଥିତିରେ ଛୋଟମୋଟ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ସିପିଆଇ ଏମଏଲ ଲିବାରେସନ ର ଗଣ ସଂଗଠନ ବିପ୍ଲବୀ ଯୁବ ସଂଗଠନ ଓ ଅଖିଳ ଭାରତୀୟ ଛାତ୍ର ସଂଗଠନ ପକ୍ଷରୁ ରୋଜଗାର ଯୋଗାଇ ଦିଅ, ନଚେତ ମାସିକ ଦଶ ହଜାର ଟଙ୍କା ସହାୟତା ଦିଅ , ଦେଶରେ ବିମାନ ସେବା, ବନ୍ଦର କୋଇଲା ସେବା, ଜୀବନ ବୀମା କୁ ଘୋରେଇ କରଣ ଓ ବିକ୍ରି ବନ୍ଦ କରିବା ପ୍ରତିବାଦ ରେ ଆଜି ଗୁଣୁପୁର ଠାରେ ପ୍ରତିବାଦ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking