ପ୍ରଶାସନର ଶକ୍ତ ଆଦେଶ; ପଞ୍ଚାୟତ ବୈଠକରେ ବସିପାରିବେ ନାହିଁ ପରିବାର ସଦସ୍ୟ

ପଞ୍ଜାଵ :ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତ ମନ୍ତ୍ରୀ କୁଲଦୀପ ଧଲିୱାଲ ନିର୍ବାଚିତ ମହିଳାଙ୍କ ନାମରେ ପଞ୍ଚାୟତ ରାଜ ଅନୁଷ୍ଠାନର ବୈଠକରେ ଅଂଶଗ୍ରହଣ କରୁଥିବା ସ୍ୱାମୀ / ପୁଅ / ସମ୍ପର୍କୀୟଙ୍କ ଅଭ୍ୟାସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ପୁରୁଷ ସଦସ୍ୟ ଏପରିକି ସେମାନଙ୍କ ତରଫରୁ ଡକ୍ୟୁମେଣ୍ଟରେ ଦସ୍ତଖତ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଧଲିୱାଲ କହିଛନ୍ତି ଯେ ବିଭାଗୀୟ ଡେପୁଟି ଡାଇରେକ୍ଟର ପଞ୍ଚାୟତ, ଏଡିସି (ବିକାଶ), … Continue reading ପ୍ରଶାସନର ଶକ୍ତ ଆଦେଶ; ପଞ୍ଚାୟତ ବୈଠକରେ ବସିପାରିବେ ନାହିଁ ପରିବାର ସଦସ୍ୟ