36.7 C
Bhubaneswar
Tuesday, April 16, 2024
Homeଓଡିଶାକଡାକଡି ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା

କଡାକଡି ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ଭୁବନେଶ୍ୱର :ଦିଲ୍ଲୀ ଅଗ୍ନିକାଣ୍ଡ ପରେ ତତ୍ପର ହେଲା ରାଜ୍ୟ । କଡାକଡି ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ମେ ୨୧ ସୁଦ୍ଧା ବିଭାଗ ପାଖରେ ଅଡିଟ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ । ବଡ ବଡ ଅଟ୍ଟାଳିକାରେ ଫାୟାର ସେଫ୍ଟି ସୁପରଭାଇଜର ନିଯୁକ୍ତି ପାଇଁ ନିର୍ଦ୍ଦେଶ । ଅଗ୍ନି ନିରାପତ୍ତା ପ୍ରମାଣ ନ ଥିଲେ ନିଆଯିବ ପଦ କ୍ଷେପ । ପ୍ରମାଣ ପତ୍ର ର ନକଲ ବିଭାଗ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ । ସବୁ ସରକାରୀ କୋଠା, ହସ୍ପିଟାଲ, ଉଚ୍ଚ ବିଲଡିଂ ର ଅଡିଟ୍ ପାଇଁ ନିର୍ଦ୍ଦେଶ । ଅଗ୍ନି ନିରାପତ୍ତା ତ୍ରୁଟି ଥିଲେ ୧୧୨ ଡାଏଲ କରି ସୂଚନା ଦେଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking