ଭୁବନେଶ୍ୱର: କିସ୍ ଛାତ୍ର ହତ୍ୟା ଘଟଣା ନିନ୍ଦନୀୟ କହିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ । ସେ ଆହୁରି କହିଛନ୍ତି ଯେ କିସ୍ରେ ବାରମ୍ବାର ଏପରି ଘଟଣା ଘଟୁଛି, କର୍ତ୍ତୃପକ୍ଷ ସତର୍କ ରହିବା ଦରକାର । ଆମ ସରକାର ଅଛି, ଠିକ୍ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ । ଯିଏ ବି ଦୋଷୀ ହୁଅନ୍ତୁ ନା କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ହେବ । ସୂଚନାଥାଉକି, ଗତ ୧୨ ତାରିଖରେ କିସ୍ରେ କେନ୍ଦୁଝର ଟାଉନ୍ ଥାନା ଟିକର ଘୁମୁରାର … Continue reading ଦୃଢ କାର୍ଯ୍ୟାନୁଷ୍ଠାନ ହେବ: ଜୁଏଲ
Copy and paste this URL into your WordPress site to embed
Copy and paste this code into your site to embed