ଚେକ୍ ବାଉନ୍ସ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଚେକ୍ ବାଉନ୍ସ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଶିଳ୍ପ ସଂସ୍ଥା ପିଏଚ୍‌ଡିସିସିଆଇ ଚେକ ବାଉନ୍ସ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅର୍ଥ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛି । ଶିଳ୍ପ ସଂସ୍ଥା କହିଛି ଯେ, ଚେକ୍ ବାଉନ୍ସ ମାମଲାରେ ଚେକ୍ ପ୍ରଦାନକାରୀଙ୍କ ବ୍ୟାଙ୍କରୁ ଟଙ୍କା ଉଠାଣ କିଛି ଦିନ ପାଇଁ ସ୍ଥଗିତ ରଖାଯିବା ଉଚିତ । ପିଏଚ୍‌ଡିସିସିଆଇ କହିଛି ଯେ ସରକାର ଏଭଳି ଏକ ଆଇନ ଆଣିବା ଉଚିତ, ଯାହା ଅଧୀନରେ ଚେକ୍ ପ୍ରଦାନ … Continue reading ଚେକ୍ ବାଉନ୍ସ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ