26.1 C
Bhubaneswar
Friday, March 29, 2024
Homeଓଡିଶାକଟକଣା ନମାନିଲେ କଡା କାର୍ଯ୍ୟାନୁଷ୍ଠାନ

କଟକଣା ନମାନିଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅମାନିଆଙ୍କୁ ସତର୍କ କରାଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କଟକଣା ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଇଛନ୍ତି । ଅତ୍ୟନ୍ତ ଆବଶ୍ୟକ ନହେଲେ ବାହାରକୁ ନଆସିବାକୁ ପୋଲିସ କମିଶନର କହିଛନ୍ତି । ଟିକା ପାଇଁ ମନଇଚ୍ଛା ନ ଯାଇ ସ୍ଲଟ ବୁକିଂ ଟାଇମ ଅନୁସାରେ ଯିବାକୁ କହିଛନ୍ତି । ରଜ ପାଇଁ ଆମିଷ ଦୋକାନରେ ଭିଡ ନ କରି ସାମାଜିକ ଦୂରତ୍ୱ ରଖନ୍ତୁ । ଦୋକାନୀମାନେ କଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ଦୋକାନରେ ସାମାଜିକ ଦୂରତ୍ୱ ନଥିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking