ସୁଭଦ୍ରା ଯୋଜନା ସଂମ୍ପୂର୍ଣ୍ଣ ଦେୟମୁକ୍ତ, ଆବେଦନ ଫି’ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସୁଭଦ୍ରା ଯୋଜନା ପାଇଁ ସକାଳୁ ସଂନ୍ଧ୍ୟା ଯାଏଁ ଲାଗିଛି ଲୋକଙ୍କ ଭିଡ । ଏହା ମଧ୍ୟରେ ବଡ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ଆବେଦନ ଫି’ ମାଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ସୁଭଦ୍ରା ଯୋଜନା ସଂମ୍ପୂର୍ଣ୍ଣ ଦେୟମୁକ୍ତ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଜନସେବା କେନ୍ଦ୍ର, ଆଧାର କେନ୍ଦ୍ର, ମୋ ସେବା କେନ୍ଦ୍ର ଆଦି ଆବେଦନକାରୀଙ୍କୁ କୌଣସି ଅର୍ଥ ମାଗିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି … Continue reading ସୁଭଦ୍ରା ଯୋଜନା ସଂମ୍ପୂର୍ଣ୍ଣ ଦେୟମୁକ୍ତ, ଆବେଦନ ଫି’ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ