ଏସ୍ଆରସିଙ୍କ ବାତ୍ୟା ସତର୍କତା

ଭୁୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ଜିଲ୍ଲାପାଳଙ୍କ ପାଇଁ ଏସଆରସିଙ୍କ ସତର୍କ ସୂଚନା ଜାରି । କୃଷି ଓ ଜଳସମ୍ପଦ ବିଭାଗ ସଚିବଙ୍କୁ ମଧ୍ୟ ସତର୍କ କରାଇଲେ ଏସଆରସି । ପୌରାଞ୍ଚଳ ପ୍ରଶାସକଙ୍କୁ ମଧ୍ୟ ସତର୍କ ରହିବା ପାଇଁ ଚିଠି ଲେଖିଲେ । ସବୁ ଆରଡିସି, ଅଗ୍ନିଶମ ବିଭାଗ ପାଇଁ ମଧ୍ୟ ସତର୍କ ସୂଚନା ଜାରି କଲେ । ଉପକୂଳ ଜିଲ୍ଲା ସମେତ କେନ୍ଦୁଝର, ମୂରଭ୍ଜ, ନୁକୁଳରେ ବର୍ଷା ହେବ । ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ାରେ … Continue reading ଏସ୍ଆରସିଙ୍କ ବାତ୍ୟା ସତର୍କତା