ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ୍ ଖେଳବେକ ଷ୍ଟୋକ୍ସ

ମୁମ୍ବାଇ: ଦିଲ୍ଲୀରେ ଆଫଗାନିସ୍ତାନଠାରୁ ୬୯ ରନରେ ପରାସ୍ତ ହେବା ପରେ ବେନ୍ ଷ୍ଟୋକ୍ସ ନିଜ ଇଂଲଣ୍ଡ ସାଥୀ ଖେଳାଳିଙ୍କୁ ଅଧିକ ଆକ୍ରମଣାତ୍ମକ ଖେଳିବାକୁ ପରାମର୍ଶ ଦେଇଛନ୍ତି । ଏପରିକି ଚଳିତ ସପ୍ତାହ ଶେଷରେ ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ମାଧ୍ୟମରେ ସେ ଚୂଡାନ୍ତ ଏକାଦଶକୁ ଫେରିବେ ବୋଲି ସୂଚନା ମଧ୍ୟ ଦେଇଛନ୍ତି । ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପର ପ୍ରଥମ ତିନିଟି ମ୍ୟାଚ୍ ଖେଳି ପାରିନଥିଲେ । ବର୍ତ୍ତମାନ ସୁଦ୍ଧା କେବଳ ବାଂଲାଦେଶକୁ … Continue reading ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ୍ ଖେଳବେକ ଷ୍ଟୋକ୍ସ