ସମ୍ପର୍କରେ କଳଙ୍କ; ଖୁଡିକୁ ଦୁଷ୍କର୍ମ କରି ପୁତୁରା ଗିରଫ

ଢେଙ୍କାନାଳ: ସମ୍ପର୍କରେ ଲାଗିଲା କଳଙ୍କ । ନିଜ କାମନାର ଲାଳସାରେ ଅନ୍ଧ ହୋଇ ନିଜ ଖୁଡି ସହ ଦୁଷ୍କର୍ମ କଲା ପୁତୁରା । ଅଭିଯୁକ୍ତ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏଭଳି ଲଜ୍ଜାଜନକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ମକୁଆକାଟେଣୀ ପଞ୍ଚାୟତ ଅଞ୍ଚଳରେ । ଘରେ କେହି ନଥିବାର ସୁଯୋଗ ନେଇ ଖୁଡ଼ିକୁ ଦୁଷ୍କର୍ମ କଲା ସୈତାନ ପୁତୁରା । ତେବେ ଅଭିଯୁକ୍ତକୁ ପୋଲିସ ଗିରଫ … Continue reading ସମ୍ପର୍କରେ କଳଙ୍କ; ଖୁଡିକୁ ଦୁଷ୍କର୍ମ କରି ପୁତୁରା ଗିରଫ