ବିିମାନରେ ପକ୍ଷୀ ମାଡ ପରେ ପଦକ୍ଷେପ

ଭୁବନେଶ୍ୱର: ବିମାନରେ ପକ୍ଷୀ ମାଡ ଘଟଣା ପରେ ବିଏମସିର ତତ୍ପରତା ଦେଖିବାକୁ ମିଳିଛି । ଏୟାରପୋର୍ଟ ପାଶ୍ୱର୍ ଜାଗମରାରେ ଥିବା ଆମିଷ ଦୋକାନକୁ ଉଚ୍ଛେଦ କରାଯାଇଛି । ପ୍ରାୟ ୫୦ଟି ଦୋକାନ ଉଚ୍ଛେଦ, ଫାଷ୍ଟଫୁଡ୍ ଦୋକାନ ମଧ୍ୟ ଉଚ୍ଛେଦ ହେବ ।  ୩ ଜଣିଆ ଏନଫୋର୍ସମେଣ୍ଟ ଟିମ୍ ଉପସ୍ଥିତିରେ ଚାଲିଛି ଉଚ୍ଛେଦ । ଚିନ୍ମୟୀଙ୍କ ଭଡା ଘରେ ପୋଲିସର ତନାଘନା ଜାରି