43 C
Bhubaneswar
Tuesday, April 16, 2024
Homeଅପରାଧ୪ ବର୍ଷୀୟ ଶିଶୁକୁ ସାବତ ମା ଚେଙ୍କି ଦେବା ଘଟଣା, ଶିଶୁ ମଙ୍ଗଳ କମିଟି ର...

୪ ବର୍ଷୀୟ ଶିଶୁକୁ ସାବତ ମା ଚେଙ୍କି ଦେବା ଘଟଣା, ଶିଶୁ ମଙ୍ଗଳ କମିଟି ର ତନାଘନା

ଗୁଣୁପୁର: ଗତ ଶନିବାର ରାୟଗଡ ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଉକୁମ୍ବା ଗ୍ରାମରେ ସାବତ ମା ଚାରିବର୍ଷର ଶିଶୁକୁ ଗରମ ଲୁହା ରଡ଼ ରେ ଚେଙ୍କି ଦେଇଥିବା ଅଭିଯୋଗ ହୋଇଥିଲା ଓ ସାମାଜିକ ଗଣମାଧ୍ୟମ ରେ ଏହି ଫୋଟ ଘୁରି ବୁଲୁଥିଲା ।ପରେ ବିଭିନ୍ନ ଗଣମାଧ୍ୟମ ରେ ମଧ୍ୟ ଏହି ରିପୋର୍ଟ ପ୍ରକାଶ ପାଇଥିଲା । ରାୟଗଡ ଶିଶୁ ମଙ୍ଗଳ କମିଟି ଘଟଣା ଜାଣିବା ପରେ ଗୁଣୁପୁର ପୋଲିସ ଘଟଣାର ସତ୍ୟାସତ୍ୟ ଜାଣିବାକୁ ତଦନ୍ତ ଆରମ୍ଭ କରିବା ସହ ଆଜି ଶିଶୁ ମଙ୍ଗଳ କମିଟି ଏହି ଗାଁ କୁ ଯାଇଥିଲେ । ତେବେ ଗାଁ ରେ ସଂପୃକ୍ତ ଘରେ କେହି ନଥିବା ଓ ଚାବି ପଡିଥିବା ଦେଖିବାକୁ ମିଳିଥିଲା । ପରେ ଏ ଘଟଣା ଉପରେ ଏକ ଲିଖିତ ରିପୋର୍ଟ ଗୁଣୁପୁର ଥାନା ରେ ଦିଆ ଯାଇଥିବା କମିଟି ପକ୍ଷରୁ କୁହାଯାଇଛି । ତେବେ ଏ ଘଟଣା ଆଗକୁ କି ମୋଡ଼ ନେଉଛି ଦେଖିବାକୁ ରହିଲା ।
https://onakhabar.com/2020/01/28/bhubaneswar-airport-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking