ମୃତ୍ୟୁର ଠିକ୍ ପୂର୍ବରୁ ପୀଡ଼ିତ ଦେଇଥିବା ବୟାନ ଅଧିକ ଗ୍ରହଣୀୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୃତ୍ୟୁକାଳୀନ ଜମାନବନ୍ଦୀ ସଂପର୍କରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏହାକୁ ସବୁବେଳେ ଏକମାତ୍ର ଆଧାର ଭାବେ ଗ୍ରହଣ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ମୃତ୍ୟୁକାଳୀନ ଜମାନବନ୍ଦୀ ବା ମୃତ୍ୟୁର ଠିକ୍ ପୂର୍ବରୁ ପୀଡ଼ିତ ଦେଇଥିବା ବୟାନର ଯଥେଷ୍ଟ ଅଧିକ ଗ୍ରହଣୀୟ ରହିଛି। ହେଲେ ଏହାକୁ କୌଣସି କୋର୍ଟ ଅନ୍ଧ ଭାବେ ବିଶ୍ୱାସ କରିବା ଉଚିତ୍‌ ନୁହେଁ। ମୃତ୍ୟୁକାଳୀନ ଜମାନବନ୍ଦୀକୁ ଆଧାର କରି କାହାକୁ … Continue reading ମୃତ୍ୟୁର ଠିକ୍ ପୂର୍ବରୁ ପୀଡ଼ିତ ଦେଇଥିବା ବୟାନ ଅଧିକ ଗ୍ରହଣୀୟ: ସୁପ୍ରିମକୋର୍ଟ