ରାଗିଂ ରୋକିବାକୁ ଅଣ୍ଡରଟେକିଂ

ଭୁବନେଶ୍ୱର : ଶିକ୍ଷାନୁଷ୍ଠାନ ମାନଙ୍କରେ ରାଗିଂ ରୋକିବାକୁ ଉଚ୍ଚ ଶିକ୍ଷା ବିଭାଗ ନୂଆ ପଦକ୍ଷେପ ଗ୍ରହଣ କରିଛି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜର କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ପକ୍ଷରୁ ଚିଠି ପଠାଯାଇଛି । ଶିକ୍ଷାନୁଷ୍ଠାନମାନଙ୍କରେ ଆଡମିଶନ କରୁଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଅବଗତ କରାଯିବ । ଅନଲାଇନ/ ଅଫଲାଇନରେ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଅଣ୍ଡରଟେକିଂ ବାଧ୍ୟତାମୂଳକ ହେବ । ଲିଫଲେଟରେ କିମ୍ବା କଲେଜ କାନ୍ଥରେ ହେଲପ ଲାଇନ ନମ୍ବର ଲେଖାଯିବ । ଶିକ୍ଷାନୁଷ୍ଠାନରେ … Continue reading ରାଗିଂ ରୋକିବାକୁ ଅଣ୍ଡରଟେକିଂ