29.1 C
Bhubaneswar
Thursday, April 25, 2024
Homeଓଡିଶାଓଡ଼ିଶାକୁ କରୋନା ମାଡ଼! ରାଜ୍ୟର ୩୦ଜିଲ୍ଲାରୁ ଆଜି ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାକୁ କରୋନା ମାଡ଼! ରାଜ୍ୟର ୩୦ଜିଲ୍ଲାରୁ ଆଜି ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ

ତେବେ ଖୋର୍ଦ୍ଧାରୁ ୪୭୫, କଟକରୁ ୨୦୭, ଗଞ୍ଜାମରୁ ୧୬୨, ରାୟଗଡ଼ାରୁ ୧୫୪, କୋରାପୁଟରୁ ୧୪୬, ମୟୁରଭଞ୍ଜରୁ ୧୨୮, ସୁନ୍ଦରଗଡ଼ରୁ ୧୦୩, ବାଲେଶ୍ୱରରୁ ୧୦୨, ନୟାଗଡ଼ରୁ ୯୪, ନବରଙ୍ଗପୁରରୁ ୯୧, ଭଦ୍ରକରୁ ୮୯, କେନ୍ଦ୍ରାପଡ଼ାରୁ ୮୯, ପୁରୀରୁ ୮୭, କନ୍ଧମାଳରୁ ୮୧,ମାଲକାନଗିରିରୁ ୮୧, ଯାଜପୁରରୁ ୮୦, ସମ୍ବଲପୁରରୁ ୭୮, ଝାରସୁଗୁଡ଼ାରୁ ୭୨, ବଲାଙ୍ଗିରରୁ ୭୧, ଗଜପତିରୁ ୫୮, ବରଗଡ଼ରୁ ୫୬, କଳାହାଣ୍ଡିରୁ ୪୯, ସୋନପୁରରୁ ୩୧, ଅନୁଗୁଳରୁ ୨୯,ଢ଼େଙ୍କାନାଳରୁ ୨୭, ଜଗତସିଂହପୁରରୁ ୨୧, କେନ୍ଦୁଝରରୁ ୨୧, ବୌଦ୍ଧରୁ ୧୧, ନୂଆପଡ଼ାରୁ ୩, ଦେଓଗଡ଼ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking