37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗରାଜ୍ୟ କ୍ୟାବିନେଟ ନିଷ୍ପତ୍ତି

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ ପାଇଁ ନିଷ୍ପତ୍ତି ହୋଇଛି । ଫସଲ ଉତ୍ପାଦନ ଖର୍ଚ୍ଚ ଠାରୁ ଅତି କମରେ ଅଧିକ ୫୦ ପ୍ରତିଶତ ଦେବାକୁ ଅନୁରୋଧ ହେବ । ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଫି ଷ୍ଟ୍ରକଚର କମିଟି ଅଧ୍ୟକ୍ଷ ରହିବେ । ବିପିୟୁଟି କୁଳପତିଙ୍କ ଜାଗାରେ ଜଣେ ଅବସରପ୍ରାପ୍ତ ଜଜ୍ ରହିବେ । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଜଣେ ଅବସରପ୍ରାପ୍ତ ଜଜ୍ ହେବେ ଅଧ୍ୟକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking