33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶମଧ୍ୟପ୍ରଦେଶକୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପହାର; ୩୫ ଦିନରେ ୪୪ ନୂଆ ଫ୍ଲାଇଟସ

ମଧ୍ୟପ୍ରଦେଶକୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପହାର; ୩୫ ଦିନରେ ୪୪ ନୂଆ ଫ୍ଲାଇଟସ

ନୂଆଦିଲ୍ଲୀ: କେନ୍ଦ୍ର ନାଗରିକ ଉଡାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ସେ ଗତ ୩୫ ଦିନରେ ମଧ୍ୟପ୍ରଦେଶ ରୁ ୪୪ ନୂଆ ଫ୍ଲାଇଟସ ଅର ଶୁବାରମ୍ଭ କରିବେ । ଆଜି ଜବଲପୁରରୁ ମୁମ୍ବାଇ, ପୁଣେ, ସୁରଟ, ହାଇଦ୍ରାବାଦ ଓ କୋଲକାତା ପାଇଁ ଫ୍ଲାଇଟସ ଆରମ୍ଭ ହେବ । ୨୦ ଅଗଷ୍ଟରୁ ଜବଲପୁରରୁ ଦିଲ୍ଲୀ ଓ ଇନ୍ଦୋର ପାଇଁ ଫ୍ଲାଇଟ ଆରମ୍ଭ ହେବ । ଏଥିରେ ୮ ଫ୍ଲାଇଟ ଉଡାଣ ସ୍କିମର ଅନ୍ତର୍ଗତ । ଯାହା ଅନୁସାରେ ଛୋଟ ଏୟାରପୋର୍ଟରୁ ମେଟ୍ରୋ ଓ ଅନ୍ୟ ସମହର ସହିତ ସଂଯୋଗ ଉପରେ ଫୋକସ କରାଯାଇଛି । ଜ୍ୟୋତିରାଦିତ୍ୟଙ୍କ ପୂର୍ବରୁ ନାଗରିକ ଉଡାଣ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ, ସରକାର ଉଡାଣ ସ୍କିମରେ ୧୦୦  ସଂରକ୍ଷିତ ଓ ଅଣସଂରକ୍ଷିତ ଏୟାରପୋର୍ଟର ସଂଚାଳନର ଟାର୍ଗେଟ ସେଟ କରିଛନ୍ତି । ଆଫଗାନିସ୍ତାନ ସଙ୍କଟ ସମ୍ପର୍କରେ ସିନ୍ଧିଆ କହିଛନ୍ତି ଯେ ଏହି ପଡୋଶୀ ଦେଶରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ‘ବନ୍ଦେ ଭାରତ ମିଶନ’ ଭଳି ସମସ୍ତ ଉଦ୍ୟମ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking