29.1 C
Bhubaneswar
Monday, June 24, 2024
Homeପୁରୁଷ ହକି ବିଶ୍ୱକପ୍ନ୍ୟୁଜିଲାଣ୍ଡ ମ୍ୟାଚ ପୂର୍ବରୁ ଟିମରୁ ବାଦ ପଡିଲେ ଷ୍ଟାର ଖେଳାଳି; ଖେଳିବେନି ହାର୍ଦ୍ଦିକ

ନ୍ୟୁଜିଲାଣ୍ଡ ମ୍ୟାଚ ପୂର୍ବରୁ ଟିମରୁ ବାଦ ପଡିଲେ ଷ୍ଟାର ଖେଳାଳି; ଖେଳିବେନି ହାର୍ଦ୍ଦିକ

ଭୁବନେଶ୍ୱର: ଆଜି ପୁରୁଷ ବିଶ୍ୱକପର କ୍ୱାର୍ଟରକୁ ପହଞ୍ଚିବା ପାଇଁ ଲଢିବ ଭାରତ । କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଟିମ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ । ତେବେ ଏହି ମ୍ୟାଚର କିଛି ସମୟ ପୂର୍ବରୁ ହକି ଦଳ ଏକ ବଡ ନିଷ୍ପତ୍ତି ନେଇଛି ଟିମର ଷ୍ଟାର ଖେଳାଳି ହାର୍ଦ୍ଦିକ ସିଂ ଦଳରୁ ବାଦ ପଡିଛନ୍ତି । ତେବେ ଆଘାତ କାରଣରୁ ଦଳ ତାଙ୍କୁ ଏହି ମ୍ୟାଚରୁ ବାଦ ଦେଇଛି । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ହାର୍ଦ୍ଦିକଙ୍କ ସ୍ଥାନରେ ରାଜକୁମାର ପାଲଙ୍କୁ ଦଳରେ ସୁଯୋଗ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking