ଓଡିଆରେ ହେବ ଏସ୍‌ଏସ୍‌ସି ଏମ୍‌ଟିଏସ୍ ପରୀକ୍ଷା

ଭୁବନେଶ୍ୱର: ସିଏପିଏଫ୍ ଭଳି ଏସ୍‌ଏସ୍‌ସି ଏମ୍‌ଟିଏସ୍ ପରୀକ୍ଷା ବି ୧୩ଟି ଆଞ୍ଚଳିକ ଭାଷାରେ ହେବ । ଏସ୍‌ଏସ୍‌ସି ଏମ୍‌ଟିଏସ୍ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟିଟାସ୍କିଂ ଷ୍ଟାଫ୍ । ଓଡିଆ ସହ ୧୩ଟି ଆଞ୍ଚଳିକ ଭାଷାରେ ହେବ ଲିଖିତ ପରୀକ୍ଷା । ଇଂରାଜୀ, ହିନ୍ଦୀ ସହ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଞ୍ଚଳିକ ଭାଷାରେ ପରୀକ୍ଷା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟର ଘୋଷଣା କରିଛନ୍ତି । ଜଳୁଛି ଉପକୂଳରୁ ଉପାନ୍ତ , ୮ … Continue reading ଓଡିଆରେ ହେବ ଏସ୍‌ଏସ୍‌ସି ଏମ୍‌ଟିଏସ୍ ପରୀକ୍ଷା