ଶ୍ରୀମନ୍ଦିରରେ ଆଜିଠୁ ଶ୍ରୀଜୀଉଙ୍କର ଝୁଲଣ ଯାତ୍ରା
ପୁରୀ : ଶ୍ରୀମନ୍ଦିରରେ ଆଜିଠୁ ଶ୍ରୀଜୀଉଙ୍କର ଝୁଲଣ ଯାତ୍ରା । ବାଡ଼ି ନୃସିଂହ ବିଜେ ନୀତି ମଧ୍ୟ ସମ୍ପର୍ଣ କରାଯିବ । ଶ୍ରୀ ନୃସିଂହ ମହାପ୍ରଭୁ ବଡଦେଉଳରୁ ବାହାରି ଶ୍ରୀକ୍ଷେତ୍ର ପରିକ୍ରମା ସହ ଚାରି ଆଶ୍ରମ ବିଜେ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ଝୁଲଣରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ସରସ୍ବତୀ ଓ ଲକ୍ଷ୍ମୀଙ୍କ ପ୍ରତିମା ବିରାଜମାନ ହେବେ। ଏହି ପ୍ରସିଦ୍ଧ ଝୁଲଣ ଯାତ୍ରା ୭ଦିନ ଧରି ପାଳିତ ହେବ । ଶ୍ରୀ ନୃସିଂହ … Continue reading ଶ୍ରୀମନ୍ଦିରରେ ଆଜିଠୁ ଶ୍ରୀଜୀଉଙ୍କର ଝୁଲଣ ଯାତ୍ରା
Copy and paste this URL into your WordPress site to embed
Copy and paste this code into your site to embed