ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ଏସଆରସିଙ୍କ ସତର୍କ ସୂଚନା

ଭୁବନେଶ୍ୱର: ସମ୍ଭାବ୍ୟ ଲଘୁଚାପ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି । ୨୩ରୁ ସମୁଦ୍ରକୁ ଯିବାକୁ ମନା କରାଯାଇଥିବା  ଏସଆରସିଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୨୨ ମେ’ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବା ସମ୍ଭାବନା ରହିଛି । ତେବେ ପବନର ଗତି ୬୦କିମି ପ୍ରତି ଘଣ୍ଟା ହେବାର ଅନୁମାନ କରାଯାଇଛି । ୨୪ ସକାଳୁ ଏହା … Continue reading ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ଏସଆରସିଙ୍କ ସତର୍କ ସୂଚନା