37.1 C
Bhubaneswar
Saturday, April 20, 2024
Homeଓଡିଶାଉପନିର୍ବାଚନ ସମୟରେ ବୈଠକ ନେଇ ଗାଇଡ ଲାଇନ ଜାରି

ଉପନିର୍ବାଚନ ସମୟରେ ବୈଠକ ନେଇ ଗାଇଡ ଲାଇନ ଜାରି

ଭୁବନେଶ୍ୱର: ଉପନିର୍ବାଚନରେ ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି ହୋଇଛି । ସଭା ନେଇ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । କୌଣସି ହଲ୍‌, ସଭାଗୃହରେ ମିଟିଂ କଲେ ୫୦ ପ୍ରତିଶତ ଲୋକଙ୍କୁ ମିଳିବ । ହଲର ୫୦ ପ୍ରତିଶତ ସିଟ୍ ପାଇଁ ସର୍ବାଧିକ ୨ ଶହ ଲୋକଙ୍କୁ ଅନୁମତି ମିଳିବ । ତେବେ ମିଟିଂ ହଲରେ ସବୁଲୋକ ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ୱ ରଖିବେ । ସମସ୍ତଙ୍କ ଥର୍ମାଲ ସ୍କାନିଂ ହେବ, ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ । ଖୋଲା ଜାଗାରେ ସ୍ଥାନ ଦେଖି ଲୋକସଂଖ୍ୟା ଅନୁମତି ଦେବ ଜିଲ୍ଲା ପ୍ରଶାସନ । ସବାରେ କେତେ ଲୋକଙ୍କୁ ଅନୁମତି ଦିଆଯିବ, ଜିଲ୍ଲା ପ୍ରଶାସନ ସ୍ଥିର କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking