ଖେଳ – ONA KHABAR

କ୍ରୀଡ଼ା କ୍ଷେତ୍ରରେ ବଡ଼ ନିଷ୍ପତ୍ତି ; ୧୨ଟି ବିଭାଗରେ ୨୫ ଜଣ ପ୍ରଶିକ୍ଷକ (କୋଚ୍) ମନୋନୀତ
ଭୁବନେଶ୍ୱର: ରାଜ୍ୟରେ କ୍ରୀଡ଼ାର ଭିତ୍ତିଭୂମି ବିକାଶ ତଥା ସୁଦକ୍ଷ କ୍ରୀଡାବିତଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ସାକାର କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ୧୨ଟି ଭିନ୍ନଭିନ୍ନ କ୍ରୀଡ଼ାର ବିଭାଗ ପାଇଁ ୨୫ ଜଣ ପ୍ରଶିକ୍ଷକଙ୍କୁ ପ୍ରାଥମିକ ଭାବେ ମନୋନୀତ କରାଯାଇଛି। ଏହି ନିଯୁକ୍ତି କ୍ରୀଡ଼ା ବିଭାଗର ଏକ ଉଲ୍ଲେଖନୀୟ ସଫଳତା ; କାରଣ ଏହା ପୂର୍ବରୁ ରାଜ୍ୟରେ ଶେଷ ଥର ପାଇଁ ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୬ ମସିହାରେ କୋଚ୍ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। ୨୦୨୫ ମସିହାରେ ୧୬ଟି ବିଭିନ୍ନ ବିଭାଗରେ ୩୮ଟି ଖାଲି ଥିବା ପ୍ରଶିକ୍ଷକ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସୁବ୍ୟବସ୍ଥିତ ଚୟନ ପ୍ରକ୍ରିୟା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୨୫ ଜଣ କୋଚ୍‌ଙ୍କୁ ବଛାଯାଇଛି। ସେହିପରି ଏହି ନିଯୁକ୍ତିରେ ୯ ଜଣ ମହିଳା କୋଚ୍ ସାମିଲ୍ ହେବା ପ୍ରଶିକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଏବଂ ଲୋକାଭିମୁଖୀ କରିଛି l

ନବନିଯୁକ୍ତ ପ୍ରଶିକ୍ଷକ ମାନେ ନିମ୍ନଲିଖିତ ୧୨ଟି ବିଭାଗରେ ଦକ୍ଷତା ହାସଲ କରିବେ –

* ଆଥଲେଟିକ୍ସ, ହକି, ଏବଂ ସନ୍ତରଣ

* ଭାରୋତ୍ତୋଳନ, କୁସ୍ତି, ଏବଂ ଜିମ୍ନାଷ୍ଟିକ୍ସ

* ଫୁଟବଲ୍, ବାସ୍କେଟବଲ୍, ଏବଂ ଟେବୁଲ୍ ଟେନିସ୍

* ଫେନ୍‌ସିଂ, କବାଡି, ଏବଂ ଖୋ-ଖୋ

ଏହି ନିଯୁକ୍ତି ହେଉଛି ଓଡ଼ିଶାର ସଫଳ ପ୍ରଦର୍ଶନ ଏବଂ ତୃଣମୂଳ ସ୍ତରର କ୍ରୀଡ଼ା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏକ ରଣନୀତିକ ପଦକ୍ଷେପ। ସାରା ରାଜ୍ୟରେ ଯୋଗ୍ୟ ପ୍ରଶିକ୍ଷକମାନଙ୍କୁ ନିୟୋଜିତ କରି ରାଜ୍ୟ ସରକାର ଉନ୍ନତମାନର କୋଚିଂର ବ୍ୟବସ୍ଥା କରିବା, ପ୍ରାଥମିକସ୍ତରରୁ ଲୁକ୍କାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଏବଂ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ତୃଣମୂଳସ୍ତରରୁ ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ଏକ ସୁଦୃଢ଼ ବିକାଶର ପଥ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରାଥମିକ ଭାବେ ମନୋନୀତ ହୋଇଥିବା ଜୁନିୟର କୋଚ୍‌ମାନଙ୍କ ମଧ୍ୟରେ ଆଥଲେଟିକ୍ସ ପାଇଁ ଚିନ୍ମୟ ରଞ୍ଜନ ଜେନା, ଆଶିଷ କୁମାର ପ୍ରଧାନ, ଝିଲ୍ଲୀ ବାରିକ, ସାହିଦ ଜାମିଲ ରିଜଭି ଏବଂ ଅଞ୍ଜନା ମୁଖୀ; ହକି ପାଇଁ ସୁଜିତ ଲାକ୍ରା, ପ୍ରଫୁଲ୍ଲ ତିର୍କୀ, ରାଜେଶ ଓରାମ, ହୃଷିକେଶ ଲାକ୍ରା ଏବଂ ରେଶ୍ମା ଲାକ୍ରା; ଭାରୋତ୍ତୋଳନ ପାଇଁ ସଚିନ ରାଉତ, ଲକ୍ଷ୍ମଣ ଚେଟ୍ଟି ଏବଂ କିରଣ କୁମାରୀ ଦିଗାଲ; ଏବଂ ସନ୍ତରଣ ପାଇଁ ଚିନ୍ତନ କୁମାର ନାୟକ ଓ ଈଶ୍ୱର ପ୍ରସାଦ ବାରିକ ସାମିଲ ଅଛନ୍ତି। ଏହାସହିତ ଫୁଟବଲ୍ ପାଇଁ ଶାଶ୍ୱତ କୁମାର ସ୍ୱାଇଁ, ବାସ୍କେଟବଲ୍ ପାଇଁ ଶୁଭଶ୍ରୀ ସାହୁ ଓ ପ୍ରସନ୍ନ କୁମାର ନାୟକ, ଖୋ-ଖୋ ପାଇଁ ଆକାଶ ରଣା, ଜିମ୍ନାଷ୍ଟିକ୍ସ ପାଇଁ ରମେଶ ଚନ୍ଦ୍ର ବେହେରା, କବାଡି ପାଇଁ ବିଦୁପ୍ରଭା ସ୍ୱାଇଁ, ଟେବୁଲ୍ ଟେନିସ୍ ପାଇଁ ଅମୃତା ପ୍ରୀତମ ପାଢ଼ୀ, ଫେନ୍‌ସିଂ ପାଇଁ କରିଶ୍ମା ରାଉତ, ଭଲିବଲ୍ ପାଇଁ ସାହିଲ ଦ୍ୱିବେଦୀ ଏବଂ କୁସ୍ତି ପାଇଁ ରମ୍ଭା ସାହୁ ଏମାନଙ୍କ ସହ ଯୋଗ ଦେଇଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ, ଓଡ଼ିଶାକୁ ଏକ ପ୍ରମୁଖ କ୍ରୀଡ଼ା ହବ୍‌ ରେ ପରିଣତ କରିବା ଏବଂ ସମସ୍ତ ଜିଲ୍ଲାର କ୍ରୀଡ଼ାବିତମାନେ ଯେପରି ସର୍ବୋତ୍ତମ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପାଇପାରିବେ, ତାହା ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି।

The post କ୍ରୀଡ଼ା କ୍ଷେତ୍ରରେ ବଡ଼ ନିଷ୍ପତ୍ତି ; ୧୨ଟି ବିଭାଗରେ ୨୫ ଜଣ ପ୍ରଶିକ୍ଷକ (କୋଚ୍) ମନୋନୀତ appeared first on ONA KHABAR.

ବୁମରାଙ୍କୁ କ୍ଷମା ମାଗିଲେ ରାମଚରଣ
ସାଉଥ ସୁପରଷ୍ଟାର ରାମଚରଣ ଟ୍ବିଟ୍ କରି ଭାରତୀୟ କ୍ରିକେଟର ଜସପ୍ରୀତ ବୁମରାଙ୍କୁ କ୍ଷମା ମାଗିଛନ୍ତି । ରାଜାମୌଲୀଙ୍କ ଫିଲ୍ମ ଆରଆରଆରରେ ଲିଡ୍ ରୋଲରେ ନଜର ଆସିଥିବା ରାମଚରଣ ଏବେ ନିଜ ଫିଲ୍ମ ପେଦ୍ଦାର ପ୍ରମୋସନ କରୁଛନ୍ତି । ଆଉ ଭୋପାଳରେ ଏକ ଇଭେଣ୍ଟରେ ଜସପ୍ରୀତ ବୁମରାଙ୍କୁ ଫୁଟବଲର ବୋଲି କହିଥିଲେ ରାମଚରଣ । ରାମଚରଣଙ୍କ କଥା ଶୁଣି ଲୋକ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଇନଷ୍ଟାରେ ତାଙ୍କ କ୍ଲିପର ମିମ୍ ହୋଇଥିଲା । ଏହାପରେ ଲୋକପ୍ରିୟ ଚଳଚ୍ଚିତ୍ର ତାରକା ରାମ ଚରଣ ଜସପ୍ରୀତ ବୁମରାଙ୍କୁ କ୍ଷମା ମାଗିଛନ୍ତି । ରାମ ଚରଣଙ୍କ ଫିଲ୍ମର ଗୀତ ଲଞ୍ଚ ଇଭେଣ୍ଟ ସମୟରେ ଭୁଲବଶତଃ ବୁମରାଙ୍କୁ ଜଣେ ଫୁଟବଲ୍ ଖେଳାଳି ବୋଲି କହିଥିଲେ । ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଫିଲ୍ମ ପେଦ୍ଦାରର ‘ହେଲାଲ୍ଲାଲୋ’ ଗୀତ ଲଞ୍ଚ ହୋଇଥିଲା । ରାମଙ୍କର ଜସପ୍ରୀତଙ୍କ ଖେଳ ବିଷୟରେ ସମ୍ପୂର୍ଣ୍ଣ ଧାରଣା ନଥିଲା । ଆଉ ସେ ତାଙ୍କୁ ଜଣେ କ୍ରିକେଟର ପରିବର୍ତ୍ତେ ଜଣେ ଫୁଟବଲ୍ ଖେଳାଳି ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଏକ ରାପିଡ ଫାୟାର ରାଉଣ୍ଡ ହେଉଥିଲା, ଯେଉଁ ସମୟରେ ରାମ ଚରଣଙ୍କୁ ବିଭିନ୍ନ ଭାରତୀୟ ଖେଳାଳିଙ୍କ ବିଷୟରେ ଗୋଟିଏ ଧାଡି ମନ୍ତବ୍ୟ ଦେବାକୁ କୁହାଯାଉଥିଲା । ସଚିନ ତେନ୍ଦୁଲକରଙ୍କରଠୁ ବିରାଟ କୋହଲିଙ୍କ ବିଷୟରେ ରାମ କହିଥିଲେ । ଯେତେବେଳେ ହୋଷ୍ଟ ଜସପ୍ରୀତ ବୁମରାଙ୍କ ନାମ ଉଲ୍ଲେଖ କରିଥିଲେ, ଅଭିନେତା କିଛି ସମୟ ପାଇଁ ଅଟକି କହିଲେ, “ବୁମର. ଜୀ, ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ । ମୁଁ ଫୁଟବଲ୍କୁ ବହୁତ ଭଲ ପାଏ ଏବଂ ଆପଣ ଖେଳକୁ ବହୁତ ଉଚ୍ଚତାକୁ ନେଇ ଯାଉଛନ୍ତି । ଏହା ପରେ ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଅନେକ ସମାଲୋଚନା ହେବା ପରେ ରାମ ଚରଣ ତାଙ୍କ X ଆକାଉଣ୍ଟରେ ବୁମରାଙ୍କୁ କ୍ଷମା ମାଗିବା ପାଇଁ ପୋଷ୍ଟ କରିଥିଲେ । ସେ ଲେଖିଛନ୍ତି, “ଉଫ୍… ମୁଁ କେବେ କେବେ ନାମ ସହିତ ଦ୍ୱନ୍ଦ୍ୱରେ ପଡ଼ିଯାଏ । ବୁମରାହ ଜୀ, ମୁଁ ଏହି ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି । ହେଲେ ବୁମରାହ ଏପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ଦେଇ ନାହାଁନ୍ତି ।

The post ବୁମରାଙ୍କୁ କ୍ଷମା ମାଗିଲେ ରାମଚରଣ appeared first on ONA KHABAR.

୧୦୦ ମିଟରରେ ଗୁରିନ୍ଦରବୀରଙ୍କ ନୂତନ ଜାତୀୟ କୀର୍ତ୍ତିମାନ
ରାଞ୍ଚି: ରାଞ୍ଚିରେ ଚାଲିଥିବା ଫେଡେରେସନ କପ୍‌ ଜାତୀୟ ବରିଷ୍ଠ ଦୌଡ଼କୁଦ ଚମ୍ପିଆନସିପର ପୁରୁଷ ୧୦୦ ମିଟର ଦୌଡ଼ରେ ଦୁଇ ଦିନରେ ୩ଥର ଜାତୀୟ କୀର୍ତ୍ତିମାନ ସୃଷ୍ଟି ହୋଇଛି। ଶୁକ୍ରବାର ଅନିମେଶ କୁଜୁର ୧୦୦ ମିଟର ଦୌଡ଼ ହିଟ୍‌ସରେ ୧୦.୧୭ ସେକେଣ୍ଡରେ ଅତିକ୍ରମ କରି ନୂତନ ଜାତୀୟ କୀର୍ତ୍ତିମାନ ସୃ​‌ଷ୍ଟି କରିଥିଲେ। ଗୁରିନ୍ଦରବୀର ସିଂହଙ୍କ ନାମରେ ଥିବା ପୁରୁଣା କୀର୍ତ୍ତିମାନ ୧୦.୧୮ସେକେଣ୍ଡକୁ ଅନିମେଶ ଭାଙ୍ଗିଥିଲେ। ଏହାର ୫ ମିନିଟ୍‌ ପରେ ୧୦୦ ମିଟର ଦୌଡ଼ର ସେମିଫାଇନାଲରେ ଗୁରିନ୍ଦରବୀର ୧୦.୧୫ ସେକେଣ୍ଡରେ ଅତିକ୍ରମ କରି ଅନିମେଶଙ୍କ କୀର୍ତ୍ତିମାନକୁ ଭାଙ୍ଗିଥିଲେ। ଶନିବାର ୧୦୦ ମିଟର ଦୌଡ଼ ଫାଇନାଲକୁ ଗୁରିନ୍ଦରବୀର ୧୦.୦୯ ସେକେଣ୍ଡରେ ଅତିକ୍ରମ କରି ନିଜ ନାମରେ ଥିବା କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ଫାଇନାଲରେ ଅନିମେଶ ୧୦.୨୦ ସେକେଣ୍ଡ ସମୟ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ଗୁରିନ୍ଦରବୀର ପ୍ରଥମ ଭାରତୀୟ ଧାବକ ଭାବେ ୧୦୦ ମିଟର ଦୌଡ଼କୁ ୧୦.୧୦ ସେକେଣ୍ଡରୁ କମ୍‌ ସମୟରେ ଅତିକ୍ରମ କରିଛନ୍ତି। ଏଥି ସହିତ ଗୁରିନ୍ଦରବୀର ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ା-୨୦୨୬ ଲାଗି ଯୋଗ୍ୟତା ହାସଲ କରିଛନ୍ତି।

The post ୧୦୦ ମିଟରରେ ଗୁରିନ୍ଦରବୀରଙ୍କ ନୂତନ ଜାତୀୟ କୀର୍ତ୍ତିମାନ appeared first on ONA KHABAR.

ଐତିହାସିକ ମୁହୂର୍ତ୍ତ: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦ୍‌ଘାଟିତ
ଭୁବନେଶ୍ୱର:  ଓଡ଼ିଶାର କ୍ରୀଡ଼ା ଇତିହାସରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭାରତୀୟ ଆଥ୍‌ଲେଟିକ୍ସ ମହାସଂଘ, ଓଡ଼ିଶା ଆଥ୍‌ଲେଟିକ୍ସ ସଂଘ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ପ୍ରୟାସରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍‌ଠାରେ “ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୬” ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଏକ ବିଶ୍ୱସ୍ତରୀୟ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରି ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଇଭେଣ୍ଟ ୨୦୨୮ ବିଶ୍ୱ ଚାମ୍ପିୟନସିପ୍ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ଆଶା କରାଯାଉଛି। ଓଡ଼ିଶାକୁ ଦେଶର ‘କ୍ରୀଡ଼ା ରାଜଧାନୀ’ ଭାବେ ପୁଣିଥରେ ପ୍ରମାଣିତ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ନ୍ୟାସନାଲ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ଏହି ଇନଡୋର ହଲ୍‌କୁ ନେଇ ଉଠୁଥିବା ସମସ୍ତ ପ୍ରଶ୍ନର ଅନ୍ତ ଘଟିଛି ଏବଂ ଏହି ଇଭେଣ୍ଟ ୨୦୨୮ ବିଶ୍ୱ ଚାମ୍ପିୟନସିପ୍ ପାଇଁ ମାର୍ଗ ପ୍ରଶସ୍ତ କରିଛି। ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀ ଭାବେ ସେ ଗୌରବର ସହ ଉପସ୍ଥାପିତ କରିଛନ୍ତି।

ଭାରତୀୟ ଆଥଲେଟିକ୍ସ ମହାସଂଘର ସଭାପତି ବାହାଦୁର ସିଂହ ସାଗୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଅବସରରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଭାରତର କ୍ରୀଡ଼ା ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, କାରଣ ସମଗ୍ର ଦେଶରେ ଓଡ଼ିଶା ହିଁ ପ୍ରଥମ ରାଜ୍ୟ ଭାବେ ଏଭଳି ବିଶ୍ୱସ୍ତରୀୟ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରିଛି। ଉଦଘାଟନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ, କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ନେଲସନ ଲାକ୍ରା, ଶ୍ରୀ ବିଜୟ କୁମାର ସ୍ୱାଇଁ, ଶ୍ରୀ ଅଶୋକ କୁମାର ପଣ୍ଡାଙ୍କ ସମେତ ଭାରତୀୟ ଆଥଲେଟିକ୍ସ ମହାସଂଘର ବୈଷୟିକ ଅଧିକାରୀ ଏବଂ କୋଷାଧ୍ୟକ୍ଷ ଶ୍ରୀ ଷ୍ଟାନଲି ଜୋନ୍ସ, ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ସଭାପତି ଶ୍ରୀ ଆଦିଲ ସୁମାରିୱାଲା, ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ ସଭାପତି ଡ. ଜି.ଏସ୍ ପଟ୍ଟନାୟକ, ଓଡ଼ିଶା ଅଲିମ୍ପିକ ଆସୋସିଏସନ ସାଧାରଣ ସମ୍ପାଦକ) ଶ୍ରୀ ଅଭିଜିତ ପଲ୍ ପ୍ରମୁଖ ମଞ୍ଚାସୀନ ଥିଲେ ।

The post ଐତିହାସିକ ମୁହୂର୍ତ୍ତ: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦ୍‌ଘାଟିତ appeared first on ONA KHABAR.

ପୁଣି ଥରେ ଭାରତ ହେଲା ବିଶ୍ୱ ବିଜୟୀ, ନ୍ୟୁଜିଲାଣ୍ଡର ସ୍ୱପ୍ନ ଧୂଳିସାତ୍‌
ଅହମଦାବାଦ: ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଅହମଦାବାଦରେ ଦେଶର କୋଟିକୋଟି ପ୍ରଶଂସକ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଯେତିକି ଉତ୍ସାହିତ ହୋଇଛନ୍ତି, ଜମ୍ମୁ କଶ୍ମୀରରୁ କନ୍ୟାକୁମାରୀ ଏବଂ ମଣିପୁରରୁ ରାଜସ୍ଥାନ ପର୍ଯ୍ୟନ୍ତ ଗାଁଠାରୁ ସହର ପର୍ଯ୍ୟନ୍ତ ରହୁଥିବା ଲୋକେ ସେତିକି ଗର୍ବ ଅନୁଭବ କରିଛନ୍ତି। କ୍ରିକେଟ୍‌ପ୍ରେମୀମାନେ ରବିବାର ରାତିରେ ଭାରତୀୟ ଟିମ୍‌ର ବିଜୟକୁ ଦୀପାବଳି ଭଳି ପାଳନ କରିଛନ୍ତି। ଭାରତୀୟ ସହରଗୁଡ଼ିକରେ ବାଣ ଓ ଫୋଟକାର ଶଦ୍ଦ ଦୀପାବଳିର ଝଲକ ଦେଖାଯାଇଛି। କେବଳ ଏତିକି ନୁହେଁ, ଭାରତ ବାହାରେ ରହୁଥିବା ଭାରତୀୟ ନାଗରିକମାନେ ମଧ୍ୟ ଉତ୍ସାହିତ ଦେଖାଯାଇଛନ୍ତି। ଟି୨୦ ବିଶ୍ବକପ୍‌ରେ ଭାରତ କ୍ରମାଗତ ଦ୍ବିତୀୟ ଥର ଚାମ୍ପିଅନ ହୋଇଥିବା ବେଳେ ଏହି ଟ୍ରଫି ପାଇଁ ସ୍ବପ୍ନ ଦେଖିଥିବା କ୍ବିୱି ଦଳର ସ୍ବପ୍ନ ଧୂଳିସାତ୍‌ ହୋଇଛି। ପୂର୍ବରୁ ଭାରତ ୨୦୨୪ରେ ଟି୨୦ ବିଶ୍ବକପ୍‌ ଚାମ୍ପିଅନ ହୋଇଥିଲା। ଆଜି ଭାରତର ବିଜୟରେ ସଂଜୁ ସାମସନ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଅଭିଷେକ ଶର୍ମା ଓ ଈଶାନ କିଶନ ନାୟକ ସାଜିଛନ୍ତି। ଏହି ମ୍ୟାଚ୍‌ରେ ଅନ୍ୟ ଭାରତୀୟ ଖେଳାଳି ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ‌ଟ୍ବେଣ୍ଟି୨୦ ବିଶ୍ବକପ୍‌-୨୦୨୬ର ଫାଇନାଲ ମ୍ୟାଚ୍‌ରେ ୨୫୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୯ ରନ୍ କରିପାରିଛି।

ଫଳରେ ଅତିଥି ଦଳ ଫାଇନାଲ ମ୍ୟାଚ୍‌କୁ ୯୬ ରନ୍‌ରେ ହାରିଛି। ନ୍ୟୁଜିଲାଣ୍ଡ ପାଇଁ ଟିମ୍‌ ସିଫର୍ଟ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ। ସେ ୨୬ଟି ବଲ୍‌ ଖେଳି ୨ଟି ଚୌକା ଓ ୫ଟି ଛକା ମାରିଥିଲେ। ଅଧିନାୟକ ମିଚେଲ ସାଣ୍ଟନର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ କୌଣସି ଖେଳାଳି ଭଲ ସମର୍ଥନ ଯୋଗାଇ ପାରି ନଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୫୫ ରନ୍‌ ସଂଗ୍ରହ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ଚାପଗ୍ରସ୍ତ ହୋଇ ପଡ଼ିଆକୁ ଓହ୍ଲାଇଥିଲା। ଦଳ ୫୦ ରନ୍‌ ପୂର୍ବରୁ ଆଗଧାଡ଼ିର ୩ଜଣ ଖେଳାଳିଙ୍କୁ ହରାଇଥିଲା। ଏହି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହିତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତର ଇନିଂସ ଆରମ୍ଭ କରିଥିଲେ ସଂଜୁ ସାମସନ ଏବଂ ଅଭିଷେକ ଶର୍ମା। ଉଭୟ ବ୍ୟାଟର ପ୍ରଥମ ୱିକେଟ ପାଇଁ ୯୮ ରନ୍‌ର ଭାଗିଦାରୀ କରିପାରି ଥିଲେ। ଅଭିଷେକ ଶର୍ମା ଆଉଟ୍‌ ହୋଇ ପାଭିଲିନ ଫେରି ଆସିବା ପୂର୍ବରୁ ୫୨ ରନ୍‌ ସଂଗ୍ରହ କରିଥିଲେ। ସେ ୨୧ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ଭାରତ ପାଇଁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ସଂଜୁ ସାମସନ ବ୍ୟକ୍ତିଗତ ଭାବେ ୮୯ ରନ୍‌ ସଂଗ୍ରହ କରିଥିଲେ। ସେ ୪୫ଟି ବଲ୍‌ ଖେଳି ୫ଟି ଚୌକା ଏବଂ ୮ଟି ଛକା ମାରିଥିଲେ। କେବଳ ଏତିକି ନୁହେଁ ସାମସନ ଦ୍ବିତୀୟ ୱିକେଟ୍‌ ପାଇଁ ଇଶାନ କିଶନଙ୍କ ସହିତ ୧୦୫ ରନ୍‌ର ଭାଗିଦାରୀ କରିପାରି ଥିଲେ। ଈଶାନ କିଶନ ମଧ୍ୟ ୨୪ଟି ବଲ୍‌ ଖେଳି ୫୪ ରନ୍‌ ସଂଗ୍ରହ କରିଥିଲେ। ସେ ୨୫ଟି ବଲ୍‌ ଖେଳି ୪ଟି ଚୌକା ଓ ୪ଟି ଛକା ମାରିଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟରୁ ୧୮ ରନ୍‌ ସଂଗ୍ରହ ହୋଇଥିଲା। ସେ ୧୩ଟି ବଲ୍‌ ଖେଳି ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ।

The post ପୁଣି ଥରେ ଭାରତ ହେଲା ବିଶ୍ୱ ବିଜୟୀ, ନ୍ୟୁଜିଲାଣ୍ଡର ସ୍ୱପ୍ନ ଧୂଳିସାତ୍‌ appeared first on ONA KHABAR.

ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍
ଅହମ୍ମଦାବାଦ୍‌ : ଫଟାଫଟ କ୍ରିକେଟ ମହାକୁମ୍ଭର ମହା ମୁକାବିଲା ଲାଗି ବିଶ୍ବର ସର୍ବବୃହତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପ୍ରସ୍ତୁତ। ଆଜି ଉକ୍ତ ଷ୍ଟାଡିୟମରେ ଚଳିତ ପୁରୁଷ ଟି୨୦ ବିଶ୍ବକପର ଫାଇନାଲ ଅନୁଷ୍ଠିତ ହେବ। ଏହି ମହା ମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ। ଫାଇନାଲ ଲାଗି ଦୁଇ ଦଳ ଅଭ୍ୟାସ ସହ ରଣନୀତି ଶେଷ କରିଥିବାବେଳେ ଏହି ମହା ଲଢେଇକୁ ନେଇ ସାରା ବିଶ୍ବର କ୍ରିକେଟ ପ୍ରେମୀ ଉଲ୍ଲସିତ ଅଛନ୍ତି। କ୍ରିକେଟ ଇତିହାସରେ ଦୁଇ ଦଳ ଆଉ ଏକ ନୂଅା ଫର୍ଦ୍ଦ ଯୋଡ଼ିବାକୁ ଚେଷ୍ଟା କରିବେ। ୨୦୦୭ ଓ ୨୦୨୪ର ଚମ୍ପିଆନ ଭାରତ ଚତୁର୍ଥ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ଗତଥରର ବିଜେତା ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବାରୁ ସର୍ବାଧିକ ତୃତୀୟ ଟ୍ରଫି ଜିତିବ​‌ା ନେଇ ଦୃଢ ଆତ୍ମବିଶ୍ବାସ ରଖିଛି। ଅନ୍ୟପକ୍ଷରେ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ନ୍ୟୁଜିଲାଣ୍ଡ ଟ୍ରଫି ସ୍ବପ୍ନ ପୂରଣ କରିବା ଲକ୍ଷ୍ୟରେ ରହିଛି। ଉଭୟ ଦଳ ପ୍ରଥମ୍ ଥର ପାଇଁ ଉକ୍ତ ପ୍ରତିଯୋଗିତାର ଫାଇନାଲରେ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଫାଇନାଲ ମ୍ୟାଚ ସହ ଉଭୟ ଦଳର ଭାବାବେଗ ଜଡ଼ିତ ଥିବାରୁ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।

ଟି୨୦ ବିଶ୍ବକପର ଇତିହାସକୁ ଦେଖିଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଖେଳିଥିବା ୩ଟି ଯାକ ମ୍ୟାଚରେ ପରାଜିତ ହୋଇଛି। କିନ୍ତୁ ୨୦୨୬ର ଟି୨୦ ପ୍ରଦର୍ଶନକୁ ଦେଖିଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଖେଳିଥିବା ୫ଟି ମ୍ୟାଚରୁ ୪ଟି ବିଜୟ ଲାଭ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଲିଗ୍‌ ପର୍ଯ୍ୟାୟରେ ଆମେରିକା, ପାକିସ୍ତାନ, ନାମିବ୍ୟା ଓ ନେଦରଲାଣ୍ଡ୍‌ସକୁ ପରାସ୍ତ କରି ଅପରାଜୟ ସହ ସୁପର ଏଇଟ୍‌ସରେ ପହଞ୍ଚିଥିଲା। ସୁପର ଏଇଟ୍‌ସର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ୭୬ରନରେ ପରାଜିତ ହେବା ପରେ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲରେ ଦଳ ଶକ୍ତିଶାଳୀ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଓପନର ସଞ୍ଜୁ ସାମସନ, ଈଶାନ କିଷନ. ସୂର୍ଯ୍ୟକୁମାର, ଯାଦବ, ଶିଭମ ଦୁବେ ଓ ହାର୍ଦିକ ପାଣ୍ଡ୍ୟା ଭଲ ଫର୍ମରେ ରହିଛନ୍ତି। ଯାହା ନ୍ୟୁଜିଲାଣ୍ଡ ପାଇଁ ନିଶ୍ଚିତ ଚିନ୍ତାର କାରଣ ହେବ। ଅଭିଷେକ ଶର୍ମାଙ୍କ ଫର୍ମକୁ ନେଇ ଦଳ ଚିନ୍ତିତ ରହିଛି। ବୋଲିଂ ବିଭାଗକୁ ଦେଖିବାକୁ ଗଲେ ଯଶପ୍ରୀତ ବୁମ୍‌ରା ହିଁ ଭାରତର ମୁଖ୍ୟ ଅସ୍ତ୍ର। ଏହାଛଡ଼ା ଅର୍ଶଦୀପ ସିଂହ , ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ମଧ୍ୟ ୱିକେଟ ନେଉଛନ୍ତି। ବରୁଣ ୱିକେଟ ନେଉଥିଲେ ମଧ୍ୟ ମହଙ୍ଗ​‌ା ସାବ୍ୟସ୍ଥ ହେବା ଦଳକୁ ଚିନ୍ତାରେ ପକାଇଛି। ଉଭୟ କ୍ଷେତ୍ରରେ ଭାରତ ଶକ୍ତିଶାଳୀ ରହିଥିବାରୁ ଟାଇଟଲ ବଜାୟ ନେଇ ଦୃଢ ଆଶାବାଦୀ ରହିଛି। ଅହମ୍ମଦାବାଦରେ ୨୦୨୩ ଦିନିକିଆ ବିଶ୍ବକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ପରାଜୟ ହୋଇଥିଲା। ଉକ୍ତ ପରାଜୟ ୧୫୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲା।

୩ ବର୍ଷ ତଳର ଉକ୍ତ କ୍ଷତକୁ ଭରଣ କରିବା ନେଇ ଏବେ ଭାରତ ନିକଟରେ ସୁଯୋଗ ରହିଛି। ଅନ୍ୟପକ୍ଷରେ ମିଚେଲ ସାଣ୍ଟନରଙ୍କ ନେତୃତ୍ବାଧୀନ ନ୍ୟୁଜିଲାଣ୍ଡ ଲିଗ୍‌ ଓ ସୁପର ଏଇଟ୍‌ସ ପର୍ଯ୍ୟାୟରେ ଅସ୍ଥିର ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛି। ଦଳ ସେମିଫାଇନାଲରେ ଟୁର୍ଣ୍ଣାମେଣ୍ଟର ଅପରାଜୟ ଥିବା ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫିନ ଆଲେନଙ୍କ ୩୩ ବଲରୁ ୧୦୦ରନ ଦଳର ଆତ୍ମ ବିଶ୍ବାସକୁ ବଢାଇଛି। ଅନ୍ୟମାନଙ୍କ ମଧ୍ୟରେ ଟିମ୍‌ ସୈଫର୍ଟ, ଡାରେଲ ମିଚେଲ, ରଚିନ ରବୀନ୍ଦ୍ର ଓ ଗ୍ଳେନ ଫିଲିପ୍ସଙ୍କ ଭଳି ବ୍ୟାଟ୍‌ସମ୍ୟାନ ମଧ୍ୟ ଦଳରେ ରହିଛନ୍ତି। ସାଣ୍ଟନର ଓ ରଚିନ ରବୀନ୍ଦ୍ରଙ୍କ ସ୍ପିନ ଓ କାଏଲ ଜେମିସନ ଓ ମ୍ୟାଟ୍‌ ହେନରୀଙ୍କ ଫାଷ୍ଟ ବୋଲର ଦଳର ମୁଖ୍ୟ ଅସ୍ତ୍ର। ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦ ବିଶ୍ବକପ୍‌ ଟ୍ରଫି ଜିତିବାର ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁବ ନାହିଁ।

The post ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ appeared first on ONA KHABAR.

ଟି୨୦ ବିଶ୍ୱକପ: ଇଂଲଣ୍ଡକୁ ୭ରନ୍‌ରେ ହରାଇ ଫାଇନାଲ୍‌ରେ ଭାରତ
ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଗୁରୁବାର ରାତିରେ ଭାରତ ଦମଦାର ପ୍ରଦର୍ଶନ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ ସହ ଇଂଲଣ୍ଡକୁ ୭ରନ୍‌ରେ ପରାସ୍ତ କରିଛି। ଦ୍ୱିତୀୟ ସେମିଫାଇନାଲରେ ଭାରତ ଏହି ବିଜୟ ସହିତ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ପୁରୁଷ ଟି୨୦ ବିଶ୍ୱକପ୍‌-୨୦୨୬ର ଫାଇନାଲରେ ପ୍ରବେଶ କରିଛି। ଭାରତ ଆସନ୍ତା ୮ ତାରିଖ ଦିନ ନ୍ୟୁଜିଲାଣ୍ଡକୁ ଭେଟିବ। ଫାଇନାଲ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଅତିଥି ଦଳ ଭାରତୀୟ ଟିମ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୨୫୩ ରନ୍ ସଂଗ୍ରହ କରିଥିଲା। ଭାରତ ଆରମ୍ଭରୁ ବିପର୍ଯ୍ୟର ଶିକାର ହୋଇଥିଲା। ଅଭିଷେକ ଶର୍ମା ମାତ୍ର ୯ ରନ୍ ସଂଗ୍ରହ କରି ଆଉଟ୍ ହୋଇ ପାଭିଲିଅନକୁ ଫେରି ଯାଇଥିଲେ କିନ୍ତୁ ଦ୍ୱିତୀୟ ୱିକେଟ୍‌ରେ ସଂଜୁ ସାମସନ ଏବଂ ଈଶାନ କିଶନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଖେଳାଳି ଦ୍ୱିତୀୟ ୱିକେଟ୍ ପାଇଁ ୯୭ ରନ୍ ଭାଗିଦାରୀ କରିଥିଲେ। ସେହିପରି ଶିଭମ ଦୁବେଙ୍କ ସହିତ ସଂଜୁ ତୃତୀୟ ୱିକେଟ୍‌ରେ ୪୩ ରନ୍‌ର ଭାଗିଦାରୀ କରିଥିଲେ। ଆଉଟ୍ ହେବା ପୂର୍ବରୁ ସାମସନ୍ ୮୯ ରନ୍ ସଂଗ୍ରହ କରିଥିଲେ। ସେ ୪୨ଟି ବଲ୍ ଖେଳି ୮ଟି ଚୌକା ଏବଂ ୭ଟି ଛକା ମାରିଥିଲେ। ଈଶାନ କିଶନ ୧୮ଟି ବଲ୍ ଖେଳି ୪ଟି ଚୌକା ଏବଂ ୨ଟି ଛକା ବଳରେ ୩୯ ରନ୍ ସଂଗ୍ରହ କରିଥିଲା ବେଳେ ଶିଭମ ଦୁବେଙ୍କ ବ୍ୟାଟ୍‌ରୁ ୪୩ ରନ୍ ମିଳିଥିଲା। ସେ ୨୫ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ୪ଟି ଛକା ମାରିଥିଲେ।

The post ଟି୨୦ ବିଶ୍ୱକପ: ଇଂଲଣ୍ଡକୁ ୭ରନ୍‌ରେ ହରାଇ ଫାଇନାଲ୍‌ରେ ଭାରତ appeared first on ONA KHABAR.

କୋହଲିଙ୍କ ୧୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଫରହାନ୍‌
ନୂଆଦିଲ୍ଲୀ : ପାକିସ୍ତାନୀ ଓପ୍ନର୍ ବ୍ୟାଟର୍ ସାହିବଜାଦା ଫରହାନ୍ ଶନିବାର ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ରେ ଏକ ୧୨ ବର୍ଷ ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି। ସେ ଗୋଟିଏ ସିଜନ୍‌ରେ ସର୍ବାଧିକ ରନ୍ ସଂଗ୍ରହର ରେକର୍ଡ ନିଜ ନାମରେ କରିଛନ୍ତି। ଏହି ରେକର୍ଡ ଏ ପର୍ଯ୍ୟନ୍ତ ଭାରତର ଷ୍ଟାର୍ ଖେଳାଳି ବିରାଟ କୋହଲିଙ୍କ ନାମରେ ରହିଥିଲା। ପାଲ୍ଲେକେଲରେ ଶ୍ରୀଲଙ୍କା ବିପକ୍ଷ କର ବା ମର ସୁପର୍‌-୫ ମ୍ୟାଚ୍‌ରେ ଏହି ଉପଲବ୍ଧି ହାସଲ କରିଛନ୍ତି। ପାକିସ୍ତାନ ଇନିଂସ୍‌ରେ ଫରହାନ୍ ୩୮ ରନ୍ ପାର୍ କରିବା ମାତ୍ରେ ହିଁ କୋହଲିଙ୍କ ୨୦୧୪ର ରେକର୍ଡକୁ ଅତିକ୍ରମ କରିଥିଲେ। କୋହଲି ୨୦୧୪ ଟି-୨୦ ବିଶ୍ୱକପ୍‌ରେ ୬ ମ୍ୟାଚ୍‌ରେ ୩୧୯ ରନ୍ କରିଥିଲେ। ତାଙ୍କର ଏହି ରେକର୍ଡ ୧୨ ବର୍ଷ ପର୍ଯ୍ୟନ୍ତ କାଏମ ରହିଥିଲା। ଏବେ ସାହିବଜାଦା ଫରହାନ୍ ୨୦୨୬ ଟୁର୍ଣ୍ଣାମେଣ୍ଟ୍‌ରେ ଏହା ଅତିକ୍ରମ କରିଛନ୍ତି। ଟୁର୍ଣ୍ଣାମେଣ୍ଟ୍‌ରେ ତାଙ୍କ ନାମରେ ୩୮୨ ରନ୍ ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୨୨ରେ ବାବର୍ ଆଜମ୍ ୩୦୩ ରନ୍ କରି କୋହଲିଙ୍କ ରେକର୍ଡ ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ତାହା ପାର୍ କରିପାରି ନଥିଲେ। ଏବେ ଫରହାନ୍ ଏହି ରେକର୍ଡ ଭାଙ୍ଗି ଇତିହାସ ରଚିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଗୋଟିଏ ଟି-୨୦ ବିଶ୍ୱକପ୍ ସିଜନ୍‌ରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର୍‌ଙ୍କ ସୂଚୀର ଟପ୍‌-୫ରେ ଏସିଆର ପାଞ୍ଚଜଣ ଖେଳାଳି ରହିଛନ୍ତି।

The post କୋହଲିଙ୍କ ୧୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଫରହାନ୍‌ appeared first on ONA KHABAR.

ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୁୂପର୍‌-୮ ମ୍ୟାଚ୍‌: ଭାରତ ପାଇଁ ‘କର ବା ମର’ ମୁକାବିଲା
କୋଲ୍‌କାତା: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର୍‌-୮ ରାଉଣ୍ଡ୍‌ରେ ଟିମ୍ ଇଣ୍ଡିଆ ନିଜର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆଜି ୱେଷ୍ଟଇଣ୍ଡିଜ୍‌କୁ ଭେଟିବ। କୋଲ୍‌କାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ମୁକାବିଲା ସଦୃଶ୍ୟ। କାରଣ ଯେଉଁ ଟିମ୍ ଏହି ମ୍ୟାଚ୍ ଜିତିବ ସେମିଫାଇନାଲ୍ ନିଜ ସ୍ଥାନ ପକ୍କା କରିବ। ଅନ୍ୟପକ୍ଷରେ ପରାଜିତ ଟିମ୍‌ର ଯାତ୍ରା ଏହିଠାରେ ହିଁ ସମାପ୍ତ ହୋଇଯିବ। ପ୍ରଥମ ସୁପର୍‌-୮ ମ୍ୟାଚ୍‌ରେ ସାଉଥ୍ ଆଫ୍ରିକାଠାରୁ ଶୋଚନୀୟ ଭାବେ ପରାଜିତ ହେବା ପରେ ଜିମ୍ବାୱେ ବିପକ୍ଷ ବୃହତ୍ ବିଜୟ ପରେ ଟିମ୍ ଇଣ୍ଡିଆ ଆତ୍ମବିଶ୍ୱାସର ସହ ରହିଛି ଏବଂ ଟିମ୍ ମ୍ୟାନେଜମେଣ୍ଟ୍ ପ୍ଲେଇଙ୍ଗ୍ ଇଲେଭେନ୍‌ରେ ବଡ଼ ପରିବର୍ତ୍ତନ କରିବା ମୁଡ୍‌ରେ ନାହିଁ। ଫଳରେ ସଞ୍ଜୁ ସାମ୍‌ସନ୍ ଏବଂ ଅକ୍ଷର ପଟେଲ୍‌ଙ୍କୁ ପୁଣିଥରେ ସୁଯୋଗ ମିଳିପାରେ।

ବିଜୟ ସତ୍ତ୍ୱେ ଭାରତର ବୋଲିଂ ଏବେ ବି ଚିନ୍ତାର ବିଷୟ ରହିଛି। ଜିମ୍ବାୱେ ବିପକ୍ଷରେ ଟିମ୍ ୧୮୪ ରନ୍ ଖର୍ଚ୍ଚ କରିଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ ଡେଥ୍ ଓଭର୍‌ରେ ସୁଧାରର ଆବଶ୍ୟକତା ରହିଛି। ବ୍ୟାଟିଂରେ ଟିମ୍‌ର ଫର୍ମ ଉନ୍ନତ ରହିଛି। କିନ୍ତୁ ଟିମ୍‌କୁ ଚାପଶୂନ୍ୟ କରିବାକୁ ହେଲେ ବୋଲର୍‌ଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ହେବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ନିଜର ପୂର୍ବ ମ୍ୟାଚ୍‌ରେ ସାଉଥ୍ ଆଫ୍ରିକାଠାରୁ ୯ ୱିକେଟ୍‌ରେ ପରାଜିତ ହୋଇଥିଲା। ଏପରି ସ୍ଥିତିରେ କ୍ୟାରିବିୟାନ୍ ଟିମ୍ ମଧ୍ୟ ପ୍ରତ୍ୟାବର୍ତ୍ତନ ଉଦ୍ଦେଶ୍ୟରେ ଆସନ୍ତାକାଲି ପଡ଼ିଆକୁ ଓହ୍ଲାଇବ। ଦୁଇ ଟିମ୍ ପାଇଁ ଏହି ମ୍ୟାଚ୍ ବହୁ ଗୁରୁତ୍ୱପୂର୍ଣ୍ଣ। କାରଣ ସେମିଫାଇନାଲ୍‌ରେ ପହଞ୍ଚିବାର ରାସ୍ତା ଏହି ମ୍ୟାଚ୍ ଦେଇ ଯାଉଛି। ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୪ ମ୍ୟାଚ୍ ଖେଳାଯାଇଛି। ଏହା ମଧ୍ୟରୁ ୱେଷ୍ଟ୍‌ଇଣ୍ଡିଜ୍ ୩ ଥର ବାଜି ମାରି ନେଇଛି। ତେବେ ଭାରତକୁ ସବୁଠୁ କଷ୍ଟଦାୟକ ପରାଜୟ ୨୦୧୬ରେ ମିଳିଥିଲା। ୨୦୧୬ ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ଭାରତକୁ ହରାଇ ୱେଷ୍ଟଇଣ୍ଡିଜ୍ ତା’ ବିଶ୍ୱ ଚାମ୍ପିଅନ୍ ହେବାର ସ୍ୱପ୍ନ ଭାଙ୍ଗି ଦେଇଥିଲେ। ସେହି ମ୍ୟାଚ୍ ବିଶ୍ୱକପ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ମ୍ୟାଚ୍ ଥିଲା। ଏବେ ୧୦ ବର୍ଷ ପରେ ଟିମ୍ ଇଣ୍ଡିଆ ନିକଟରେ ପ୍ରତିଶୋଧ ପୂରା କରିବାର ସୁଯୋଗ ରହିବ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ସଞ୍ଜୁ ସାମ୍‌ସନ୍ (ୱିକେଟ୍‌କିପର୍‌), ଅଭିଷେକ ଶର୍ମା, ଈଶାନ୍ କିଶନ୍‌, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (କ୍ୟାପ୍‌ଟେନ୍‌), ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ୍ ଦୁବେ, ଅକ୍ଷର ପଟେଲ୍‌, ବରୁଣ ଚକ୍ରବର୍ତ୍ତୀ, ଜସ୍‌ପ୍ରୀତ୍ ବୁମ୍‌ରା, ଅର୍ଶଦୀପ୍ ସିଂହ।

ସମ୍ଭାବ୍ୟ ଇଣ୍ଡିଜ୍ ଏକାଦଶ: ବ୍ରେଣ୍ଡନ୍ କିଙ୍ଗ୍‌, ଶାଇ ହୋପ୍ (କ୍ୟାପ୍‌ଟେନ୍‌), ଶିମରନ୍ ହେଟ୍‌ମାୟର୍‌, ରୋଭ୍‌ମାନ୍ ପାୱେଲ୍‌, ଶେରଫେନ୍ ରଦରଫୋର୍ଡ, ରୋଷ୍ଟନ୍ ଚେଜ୍‌, ରୋମାରିଓ ଶେଫର୍ଡ, ଜେସନ୍ ହୋଲ୍ଡର, ମାଥ୍ୟୁ ଫୋଡେ/ଅକିଲ୍ ହୁସେନ୍‌, ଗୁଡ଼ାକେଶ ମୋତୀ, ଶମାର୍ ଜୋସେଫ୍‌।

The post ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୁୂପର୍‌-୮ ମ୍ୟାଚ୍‌: ଭାରତ ପାଇଁ ‘କର ବା ମର’ ମୁକାବିଲା appeared first on ONA KHABAR.

ଧୋନିଙ୍କୁ ଝାଡ଼ଖଣ୍ଡ ହାଉସିଂ ବୋର୍ଡର ନୋଟିସ୍‌
ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଝାଡ଼ଖଣ୍ଡ ହାଉସିଂ ବୋର୍ଡ ନୋଟିସ୍ ଜାରୀ କରିଛି। ମାମଲା ଝାଡ଼ଖଣ୍ଡର ହରମୁ ଅଞ୍ଚଳରେ ସ୍ଥିତ ଏଚ୍‌-୧୦ଏ ଆବାସୀୟ ପ୍ଲଟ୍ ସହ ଜଡ଼ିତ। ବୋର୍ଡ ଅଭିଯୋଗ କରିଛି ଯେ ଏହି ପ୍ଲଟ୍ କେବଳ ଆବାସୀୟ ଉଦ୍ଦେଶ୍ୟରେ ଆବଣ୍ଟିତ କରାଯାଇଥିବା ବେଳେ ବର୍ତ୍ତମାନ କଥିତ ଭାବେ ସେଠାରେ ଏକ ପାଥୋଲୋଜି ଲ୍ୟାବ୍ ସଞ୍ଚାଳିତ ହେଉଛି। ଅଧିକାରୀଙ୍କ ଅନୁସାରେ ଏହା ଆବଣ୍ଟନ ସର୍ତ୍ତର ଉଲ୍ଲଂଘନ। ନୋଟିସ୍‌ରେ ଧୋନିଙ୍କୁ ଏ ସମ୍ବନ୍ଧରେ ସ୍ପଷ୍ଟୀକରଣ ମଗାଯାଇଛି। ବୋର୍ଡ ସ୍ପଷ୍ଟ କରିଛି ଯେ ଯଦି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳେ, ତେବେ ଆବଣ୍ଟନ ରଦ୍ଦ କରିବାକୁ ସୁପାରିସ କରାଯାଇପାରେ। ନୋଟିସ୍‌ରେ ଧୋନିଙ୍କୁ ୧୫ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି।

ତାଙ୍କ ସ୍ପଷ୍ଟୀକରଣ ଆଧାରରେ ହିଁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସ୍ଥିର କରାଯିବ। ସୂଚନା ଅନୁସାରେ ଧୋନି ହରମୁସ୍ଥିତ ଘରେ ରହନ୍ତି ନାହିଁ। ସେ ରିଙ୍ଗ୍‌ରୋଡ୍‌ରେ ନିଜ ଫାର୍ମହାଉସ୍ ନିର୍ମାଣ କରିଛନ୍ତି ଏବଂ ରାଞ୍ଚି ପ୍ରବାସ ଅବସରରେ ସେଠାରେ ରହିଥାନ୍ତି। ଏବେ ସମସ୍ତଙ୍କ ନଜର ତାଙ୍କ ଜବାବ ଉପରେ ରହିଛି। ଯଦି ହାଉସିଂ ବୋର୍ଡକୁ ତାଙ୍କ ଉତ୍ତର ସନ୍ତୋଷଜନକ ନଲାଗେ, ତେବେ ଆବଣ୍ଟନ ରଦ୍ଦ ପ୍ରକ୍ରିୟା ଆଗକୁ ବଢ଼ିପାରେ। ସୂତ୍ର ଅନୁସାରେ ଆବାସୀୟ ପ୍ଲଟ୍‌ର ଉପଯୋଗ ବ୍ୟବସାୟିକ ଗତିବିଧି ପାଇଁ କରାଯାଉଥିବା ପରି କେତେକ ମାମଲାର ହାଉସିଂ ବୋର୍ଡ ନିକଟରେ ସମୀକ୍ଷା ଆରମ୍ଭ କରିଛି। ଅଧିକାରୀଙ୍କ କହିବା କଥା ହେଉଛି ନିୟମର ଉଲ୍ଲଂଘନ କାହାରି ପାଇଁ ସ୍ୱୀକାର୍ଯ୍ୟ ନୁହେଁ, ତେଣିକି ସେ ସାଧାରଣ ନାଗରିକ ହୁଏନ୍ତୁ କିମ୍ବା କୌଣସି ଚର୍ଚ୍ଚିତ ହସ୍ତୀ। ବୋର୍ଡର ଉଦ୍ଦେଶ୍ୟ ଆବଣ୍ଟନର ସର୍ତ୍ତକୁ କଡ଼ାକଡ଼ି ଲାଗୁ କରିବା। ଉଲ୍ଲେଖଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଧୋନିଙ୍କ ଉପଲବ୍ଧିର ପ୍ରଶଂସା କରିବା ସହିତ ତାଙ୍କୁ ଝାଡ଼ଖଣ୍ଡର ଗୌରବ କହିଥିଲେ।

The post ଧୋନିଙ୍କୁ ଝାଡ଼ଖଣ୍ଡ ହାଉସିଂ ବୋର୍ଡର ନୋଟିସ୍‌ appeared first on ONA KHABAR.