ପୁରୀ: ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି। ରାତି ୧୨ ଟା ୧୦ରୁ ଦ୍ୱାରଫିଟିବା ପରେ ମଇଲମ, ମଙ୍ଗଳ ଆଳତି, ତଡପ ଲାଗି, ଅବକାଶ ପୂଜା ହୋଇ ରାତ୍ର ୨ଟା ୨୫ରୁ ୨ଟା ୩୫ ମିନିଟ୍ ମଧ୍ୟରେ ସରିଥିଲା ଗୋପାଳବଲ୍ଲଭ । ଏହାପରେ ସକାଳଧୂପ, ବାଳଧୂପ ହୋଇ ଭୋର ୪ଟାରେ ନାରାୟଣ ଦେବ ସାଗର ବିଜେ କରିଥିଲେ। ଏହାପରେ ୪ଟା ୩୦ରୁ ୪ଟା ୪୦ ମଧ୍ୟରେ ସରିଥିଲା ଭୋଗମଣ୍ଡପ । ଭୋର ୪ଟା ୫୬ ମିନିଟ ୫୨ … Continue reading ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ମହାପ୍ରଭୁଙ୍କ ସକାଳ ଗ୍ରହଣ ମହାସ୍ନାନ ପରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
Copy and paste this URL into your WordPress site to embed
Copy and paste this code into your site to embed