27.1 C
Bhubaneswar
Thursday, April 25, 2024
Homeଓଡିଶାକମିସନରେଟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ

କମିସନରେଟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ

ଭୁବନେଶ୍ୱର: ପାର୍ବଣ ଋତୁରେ କମିସନରେଟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ସେ କହିଛନ୍ତି ଯେ, ‘ପାର୍ବଣ ସମୟରେ ଅପରାଧୀଙ୍କ କାର୍ଯ୍ୟକଳାପ ବଢିଥାଏ । ସେଥିପାଇଁ ୧୫ ଦିନିଆ ଡ୍ରାଇଭ ଆରମ୍ଭ ହୋଇଛି । ୱାରେଣ୍ଟି, ଜୁଆ ଓ ଅବକାରୀ ନେଇ ପ୍ରସ୍ତୁତ ହୋଇଛି ଏହି ଡ୍ରାଇଭ । ଗତ ୩ ଦିନରେ ୧୨ରୁ ୧୩ ଜଣଙ୍କୁ ଗିରଫ କରାଯାଇଛି । ଲୋକ ସହଯୋଗ କଲେ ଆମେ ସଫଳତା ପାଇବୁ ।’

ପାର୍ବଣ ଋତୁରେ ଲୋକେ କୋଭିଡ ନିୟମ ମାନନ୍ତୁ ବୋଲି ଉମାଶଙ୍କର କହିଛନ୍ତି । ଏହା ସହ ଜୋରଜବରଦସ୍ତି ଚାନ୍ଦା ଆଦାୟ କରିବା, ଦାଦା ବଟି ମାଗିଲେ ବନ୍ଧା ହେବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking